Advertisment

ମାଲଦ୍ୱୀପରେ ଲଭରବାର୍ଡ

ମୁମ୍ବାଇ: ହାତକୁ ହାତ ଧରି ଚାଲୁଛନ୍ତି। ସହରକୁ ସହର ବୁଲି ମଜା ଉଠାଉଛନ୍ତି। ମାଲଦ୍ୱୀପର ବେଳାଭୂମି ହେଉକି ଏୟାରପୋର୍ଟ କି ବଡ ବଡ ହୋଟେଲରେ ଦେଖିବାକୁ ମିଳୁଛି ଲଭରବାର୍ଡଙ୍କୁ। ଆଜ୍ଞା ଆମେ କହୁଛୁ ରଣବୀର କାପୁର ଓ କାଟ୍ରିନା କୈଫଙ୍କ କଥା। ଏହି ଦୁଇ ପ୍ରେମୀ ଯୁଗୋଳ ଏବେ ସମର ହଲିଡେରେ ଅଛନ୍ତି। ଏହି ଲଭରବାର୍ଡଙ୍କ ଫଟୋ ସମାଜିକ ଗଣମାଧ୍ୟମରେ ଘୂରିବୁଲୁଛି।

author-image
Rakesh Mallick
ଅଦ୍ୟତନ ହୋଇଛି
ମାଲଦ୍ୱୀପରେ ଲଭରବାର୍ଡ

ranbirndkatrina

ମୁମ୍ବାଇ: ହାତକୁ ହାତ ଧରି ଚାଲୁଛନ୍ତି। ସହରକୁ ସହର ବୁଲି ମଜା ଉଠାଉଛନ୍ତି। ମାଲଦ୍ୱୀପର ବେଳାଭୂମି ହେଉକି ଏୟାରପୋର୍ଟ କି ବଡ ବଡ ହୋଟେଲରେ ଦେଖିବାକୁ ମିଳୁଛି ଲଭରବାର୍ଡଙ୍କୁ। ଆଜ୍ଞା ଆମେ କହୁଛୁ ରଣବୀର କାପୁର ଓ କାଟ୍ରିନା କୈଫଙ୍କ କଥା। ଏହି ଦୁଇ ପ୍ରେମୀ ଯୁଗୋଳ ଏବେ ସମର ହଲିଡେରେ ଅଛନ୍ତି। ଏହି ଲଭରବାର୍ଡଙ୍କ ଫଟୋ ସମାଜିକ ଗଣମାଧ୍ୟମରେ ଘୂରିବୁଲୁଛି।dipika

Advertisment

ଉଭୟ ତାରକା ଏବେ କିଛି ସମୟ ସାଥି ହୋଇ କାଟିବା ପାଇଁ ବଲିଉଡକୁ ବାୟ ବାୟ କରି ସେଠାରେ ମଜାରେ ଅଛନ୍ତି। ଏହି ପରି ପୋଷ୍ଟ ମଧ୍ୟ ଟ୍ୱିଟର ଓ ପେସବୁକରେ ତାଙ୍କ ସମର୍ଥକମାନେ ଦେଉଛନ୍ତି। ତେବେ କାଟି୍ରନା ଓ ରଣବୀର, ଅଭିଶେଖ କାପୁରଙ୍କ ଚଳଚ୍ଚିତ୍ର ‘ଫିଟୋର ଆଣ୍ଡ ଜଗ୍ଗା ଜାସୁସ’ର ଏକ ଫିଲ୍ମିର ସୁଟିଂର କାର୍ଯ୍ୟରେ ସେଠାକୁ ଯାଇଛନ୍ତି ବୋଲି ସୁଚନା ମିଳୁଛି।

ଅନ୍ୟପକ୍ଷରେ ‘ବମ୍ଭେ ଭେଲଭେଟ’ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ରଣବୀର କାପୁର ସେଠାକୁ ଯାଇଥିବା ଗୁସିପିଂ ହୋଉଛି।

Advertisment