ଦେହ ବେପାରରେ ଲଗାଇବାକୁ ଚାହିଁଥିଲେ; ହେଲେ...

ରାଜଧାନୀରେ ଏକ ଏନ୍‌ଜିଓରେ ଚାକିରି କରନ୍ତି ପଦ୍ମା(ଛଦ୍ମନାମ)। କଳାପ୍ରତି ରୁଚି ଥିବାରୁ ଓଡ଼ିଆ ଆଲ୍‌ବମ୍‌ ଓ ଶର୍ଟ ଫିଲ୍ମରେ ଅଭିନୟ କରନ୍ତି। ଏହାରି ଭିତରେ ତାଙ୍କ ସହିତ ଭୁବୁନୀ(ଛଦ୍ମନାମ)ଙ୍କ ଦେଖାହୁଏ। ଭୁବୁନୀ ହେଉଛନ୍ତି ଜଣେ ଦଲାଲ୍‌।

Actress PhotoOR

ଓଡ଼ିଆ ଅଭିନେତ୍ରୀ

Manoranjan Sial
  • Published: Wednesday, 27 September 2023
  • Updated: 27 September 2023, 07:26 PM IST

ଓଲିଉଡ୍‌କୁ ପୁଣି ଫେରିଲେ କାଷ୍ଟିଂ କାଉଚ୍‌। ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ଆଜି ଏହି ଅଭିଯୋଗ ଆଣିଛନ୍ତି। ଫିଲ୍ମ ଓ ଆଲ୍‌ବମ୍‌ରେ କାମ ଦେବାକୁ କହି ଦେହ ବେପାରରେ ନିୟୋଜିତ କରିବାକୁ ଚେଷ୍ଟା କରାଯାଉଥିଲା। ଏଥିସହ ମିଠା ମିଠା କଥା କହି ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏନେଇ ପୀଡ଼ିତା ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ରାଜଧାନୀରେ ଏକ ଏନ୍‌ଜିଓରେ ଚାକିରି କରନ୍ତି ପଦ୍ମା(ଛଦ୍ମନାମ)। କଳାପ୍ରତି ରୁଚି ଥିବାରୁ ଓଡ଼ିଆ ଆଲ୍‌ବମ୍‌ ଓ ଶର୍ଟ ଫିଲ୍ମରେ ଅଭିନୟ କରନ୍ତି। ଏହାରି ଭିତରେ ତାଙ୍କ ସହିତ ଭୁବୁନୀ(ଛଦ୍ମନାମ)ଙ୍କ ଦେଖାହୁଏ। ଭୁବୁନୀ ହେଉଛନ୍ତି ଜଣେ ଦଲାଲ୍‌। ସେ ବିଭିନ୍ନ ଯାତ୍ରା ପାର୍ଟି, ଟିଭି ସିରିଏଲ୍‌ ଓ ଡ୍ୟାନ୍ସ ଗ୍ରୁପ୍‌କୁ କଳାକାର ଯୋଗାଇଥାଏ। ୨୦୨୨ ମସିହା ଅକ୍ଟୋବର ମାସରେ ଏକ ଆଲବମ୍‌ ଶୁଟିଂ ସେଟରେ ପଦ୍ମାଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ତା’ପରେ ଉଭୟ ଭଲ ବନ୍ଧୁ ପାଲଟି ଯାଇଥିଲେ। ତାଙ୍କ ପରାମର୍ଶରେ ଅନ୍ୟ ପ୍ରଯୋଜନା ସଂସ୍ଥାଠାରୁ ଦୂରେଇ ଯାଇଥିଲେ। ଆଉ ଭୁବୁନୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ଏହାର ସୁଯୋଗ ନେଇ ପଦ୍ମାଙ୍କଠାରୁ ଭୁବୁନୀ ବିଭିନ୍ନ ସମୟରେ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ।

Also Read

କଳା ପ୍ରତି ବିଶେଷ ରୁଚି ରଖିଥିବାରୁ ପଦ୍ମା ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଭୁବୁନୀ ମିଠା ମିଠା କଥା କହି ପଦ୍ମାଙ୍କ ମନ ଭୁଲାଇ ଦେଉଥିଲେ। ଆଉ ପଦ୍ମାଙ୍କ ଉପରେ ପାପ ନଜର ପକାଇଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। ହେଲେ ଧରାଛୁଆଁ ଦେଇନଥିଲେ ପଦ୍ମା। ଏହା ପରେ ସେ ତାଙ୍କୁ ଦେହ ବେପାରରେ ନିୟୋଜିକ କରିବା ପାଇଁ ଯୋଜନା କରୁଥିଲେ। ସେଥିପାଇଁ ଶୁଟିଂ ବାହାନାରେ ବିହାର ନେଇଥିଲେ। ସେଠାରେ ଏ ସମ୍ପର୍କରେ ଜାଣିବା ପରେ ପଦ୍ମା ପଳାଇ ଆସିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେଠାକାର ଦଲାଲଙ୍କ ସହାୟତାରେ ସେ ଜବରଦସ୍ତି ଏକ ଘରେ ପୂରାଇ ଦେଇଥିଲେ। ପରେ କୌଶଳ କରି ସେଠାରୁ ଖସି ଆସିଥିଲେ ପଦ୍ମା।

ବିହାରରୁ ଆସିବା ପରେ ପଦ୍ମା ଧରାଛୁଆଁ ଦେଉନଥିଲେ। ହେଲେ ଛାଡ଼ିବା ମୁଡ୍‌ରେ ନଥିଲେ ଭୁବୁନୀ। ବାହା ହେବା ପାଇଁ ବାରମ୍ୱାର କହୁଛି। ରାଜି ନହେଲେ ରାତି ଅଧରେ ପଦ୍ମାଙ୍କ ଘରକୁ ଆସୁଛି। ଆଉ ବାପା-ମାଆଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।

ପୀଡ଼ିତା ଥାନାରେ ଅଭିଯୋଗ କରିବା ପାଇଁ ଆସି କହିଛନ୍ତି, ଜଣେ ବ୍ୟକ୍ତି ବେଶିଆବୃତ୍ତି ଓ ବାର୍‌ରେ ଝିଅଙ୍କୁ ନିୟୋଜିତ କରୁଛି। ଯାବତିୟ ଖରାପ କାମରେ ନିୟୋଜିତ ରହୁଛି। ୨୪ ଘଣ୍ଟା ମଦ ଓ ଗଞ୍ଜେଇ ଖାଇ ଗଡ଼ୁଛି। ତାହାହେଲେ ଏପରି ପିଲାକୁ କେମିତି ମ୍ୟାରେଜ କରିବି? ଏବେ ସେ ବାହା ହେବା ପାଇଁ ମୋ ଉପରେ ଚାପ ପକାଉଛି। ରାତି ଅଧରେ ମୋ ଘରକୁ ଆସିଛି ବୋଲି ପୀଡ଼ିତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story