Advertisment

ସାରାଙ୍କୁ ଚୁମ୍ବନ କରିବାକୁ ଯାଉଥିଲେ ଅଜଣା ଯୁବକ, ତାପରେ..

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କର ଏକ ଭିଡ଼ିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ହାତକୁ ଚୁମ୍ବନ ଦେବାକୁ ଚେଷ୍ଟା କରିବାକୁ ଯାଉଥିବାର ଦେଖିବାକୁ ମିଳିଛି। ଭିଡ଼ିଓର ମୂଳରୁ ଯାହା ଦେଖିବାକୁ ମିଳିଛି ପ୍ରଥମେ ସାରା ଜିମ୍‌ ଲୁକ୍‌ରେ ବାହାରକୁ ଆସୁଛନ୍ତି। ବାହାରେ ଅପେକ୍ଷା କରିଥିବା ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ କିଛି ପୋଜ୍‌ ଦେବାପେର ସେଠାରେ ଉପସ୍ଥିତ ଜଣେ ଝିଅ ତାଙ୍କ ସହ ଫଟୋ ଉଠାଇବାକୁ ଚାହାନ୍ତି ବୋଲି କହିଲେ। […]

ସାରାଙ୍କୁ ଚୁମ୍ବନ କରିବାକୁ ଯାଉଥିଲେ ଅଜଣା ଯୁବକ, ତାପରେ..

sara

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କର ଏକ ଭିଡ଼ିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ହାତକୁ ଚୁମ୍ବନ ଦେବାକୁ ଚେଷ୍ଟା କରିବାକୁ ଯାଉଥିବାର ଦେଖିବାକୁ ମିଳିଛି। ଭିଡ଼ିଓର ମୂଳରୁ ଯାହା ଦେଖିବାକୁ ମିଳିଛି ପ୍ରଥମେ ସାରା ଜିମ୍‌ ଲୁକ୍‌ରେ ବାହାରକୁ ଆସୁଛନ୍ତି। ବାହାରେ ଅପେକ୍ଷା କରିଥିବା ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ କିଛି ପୋଜ୍‌ ଦେବାପେର ସେଠାରେ ଉପସ୍ଥିତ ଜଣେ ଝିଅ ତାଙ୍କ ସହ ଫଟୋ ଉଠାଇବାକୁ ଚାହାନ୍ତି ବୋଲି କହିଲେ। ସାରା ତାଙ୍କ ସହ ଫଟୋ ଉଠାଇ ସାରିବା ପରେ ଜଣେ ଯୁବକ ତାଙ୍କ ସହ ହାତ ମିଳାଇବାକୁ ଆସିଲେ। ସାରା ତାଙ୍କ ସହ ହାତ ମିଳାଇବା ପରେ ଉକ୍ତ ଯୁବକ ଜଣଙ୍କ ତାଙ୍କ ହାତକୁ ଚୁମ୍ବନ ଦେବାକୁ ତଳକୁ ନଇଁବା ବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମାନେ ଏହି ସମୟରେ ତାଙ୍କୁ ଅଟକାଇଦେଇଥିଲେ।
ସାରା ମଧ୍ୟ ଅଜଣା ଯୁବକଙ୍କ ଏମିତି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ସୂଚନା ଅନୁଯାୟୀ, ସାରା ଆଜିକାଲି ତାଙ୍କ ଆଗାମୀ ପିଲ୍ମ ‘କୁଲି ନଂ-୧’ର ଶୁଟିଂରେ ବ୍ୟସ୍ତି ଅଛନ୍ତି। ଏହି ଫଲ୍ନରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବଲିଉଡ୍‌ର ଚକୋଲେଟ୍‌ ବୟ ବରୁନ୍‌ ଧୱନ୍‌। ଏହା ପୂର୍ବରୁ ସାରା ରଣବୀର ସିଂଙ୍ଗ ସହ ‘ସିମ୍ବା’ ଏବଂ ‘କେଦାରନାଥ’ରେ ସୁଶାନ୍ତ ସିଂ ରାଜପୁତଙ୍କ ସହ କାମ କରିସାରିଛନ୍ତି। ଦୁଇଟି ଫିଲ୍ମରେ ସେ ଲିଡ୍‌ରେ ନଜର ଆସିଥିଲେ।

https://www.instagram.com/p/B7F4bX-Hw8s/?utm_source=ig_web_button_share_sheet

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe