ମନର ବ୍ୟଥା, ଯନ୍ତ୍ରଣା ଓ ଦୁଃଖ ବଖାଣିଲେ ମନୋଜ ମିଶ୍ରଙ୍କ ପତ୍ନୀ

‘ସେ ମୋତେ ଛାଡ଼ି ଅନ୍ୟ ଜଣେ ଝିଅ ସହିତ ରହୁଛନ୍ତି। ମୁଁ ଦେଖିନି। କିନ୍ତୁ ଶୁଣିବାକୁ ପାଉଛି ସିରିଏଲ୍‌ ଲାଇନ୍‌ର ଜଣେ ଝିଅକୁ ଧରି ସେ ବହୁଦିନ ହେଲା ରହୁଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ମୋତେ ବର୍ଷ ବର୍ଷ ଲାଗିଗଲା।’

Mana Mishra PhotoOR

ମନୋଜ ମିଶ୍ରଙ୍କ ପତ୍ନୀ ମାମା

Manoranjan Sial
  • Published: Tuesday, 31 October 2023
  • Updated: 31 October 2023, 07:30 PM IST

Sports

Latest News

ନୀରବତା ଭାଙ୍ଗିଲେ ମାନା ମିଶ୍ର। ମାନା ହେଉଛନ୍ତି ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ। ବାଦ ବିବାଦ, ଚର୍ଚ୍ଚା ପର୍ଯ୍ୟାଲୋଚନା ଭିତରେ ଆଜି ମନର କଥା ଓ ବ୍ୟଥା ବଖାଣିଛନ୍ତି ମାନା। ଯେଉଁଥିରେ ରହିଛି ମାୟାନଗରୀ ମୁମ୍ୱାଇଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ କଥା। ଆଉ ଖୋଲିଛନ୍ତି ସ୍ୱାମୀଙ୍କ ପୋଲ୍‌। ଗୋଟିଏ ସହରରେ ରହୁଥିଲେ ମଧ୍ୟ କାହିଁକି ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି? ସ୍ତ୍ରୀ ଥାଉ ଥାଉ ଅନ୍ୟ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ମନୋଜ ରହୁଥିବା ମାନା ଆଜି ଗଣମାଧ୍ୟମକୁ କହିଛନ୍ତି।

ମାନା କହିଛନ୍ତି, ମୋ’ ମନରେ ତାଙ୍କ ପ୍ରତି କିଛି ଖରାପ ଭାବନା ନାହିଁ। ଆଜି ମଧ୍ୟ ମୁଁ ତାଙ୍କୁ ଚାହୁଁଛି। ତାଙ୍କ ସହିତ ରହିବା ପାଇଁ ଚାହୁଁଛି। କିନ୍ତୁ ସେ ଛାଡ଼ପତ୍ର ପାଇଁ ଭୁବନେଶ୍ୱର ସେସନ୍ସ କୋର୍ଟରେ ଆବେଦନ କରିଛନ୍ତି। ଯାହାର ବିଚାର ଆଜି ଯାଏଁ ଚାଲିଛି। କିନ୍ତୁ ମୁଁ ଛାଡ଼ପତ୍ର ଦେବା ପାଇଁ ମନା କରିଛି। ଝିଅକୁ ଏକୁଟିଆ ଛାଡ଼ି କୋର୍ଟକୁ ଯାଇପାରୁନି। ଅନ୍ୟପକ୍ଷରେ କୋର୍ଟରେ ଲଢ଼ିବା ପାଇଁ ମୋର ନା ଆର୍ଥ ଅଛି ନା ଶକ୍ତି ରହିଛି ବୋଲି ମାନା କହିଛନ୍ତି।

Also Read

ସେ କହିଛନ୍ତି, ବର୍ତ୍ତମାନ ଯାହାସବୁ ହେଉଛି, ତାକୁ ମୁଁ ପସନ୍ଦ କରୁନି। ମନୋଜ ମୋ’ ସ୍ୱାମୀ। ୨୦୦୪ ପୂର୍ବରୁ ତାଙ୍କୁ ମୁଁ ଜାଣିଛି। ୨୦୦୪ ମାର୍ଚ୍ଚ ୪ ତାରିଖରେ ମୋର ତାଙ୍କ ସହିତ ବାହାଘର ହୋଇଥିଲା। ପ୍ରସ୍ତାବ ପଡ଼ି ବିବାହ ହୋଇଥିଲା। ବାହାଘର ପରେ ମୁମ୍ୱାଇ ପଳାଇ ଯାଇଥିଲୁ। ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲୁ। ସ୍ୱଳ୍ପ ଅର୍ଥରେ ଚଳୁଥିଲୁ। ୨୦୦୯ ମସିହା ଜୁନ୍‌ ୧୦ ତାରିଖରେ ଝିଅ ଜନ୍ମ ହେଲା। ଛୋଟ ଝିଅ ଓ ବାପ ଘରେ କିଛି କାମ ଥିବାରୁ ମନୋଜଙ୍କୁ କହି ଓଡ଼ିଶା ଆସିବା ପାଇଁ ଚାହିଁଥିଲି। ହେଲେ ସେ ଛାଡ଼ୁନଥିଲେ। ବହୁ କହିବା ପରେ ମୋତେ ଆସିବା ପାଇଁ ଅନୁମତି ଦେଇଥିଲେ। ଏପରିକି ଭୁବନେଶ୍ୱରରେ ମୋ ପାଇଁ ଭଡ଼ା ଘର ଠିକ୍‌ କରିଥିଲେ। ସେ ଘରେ ଆମେ ମାଆ ଓ ଝିଅ ରହୁଥିଲୁ ବୋଲି ମାନା କହିଛନ୍ତି।

Manojମନୋଜ ଓ ମାନାଙ୍କ ବାହାଘର ବେଳର ଦୃଶ୍ୟ

ମାନା କହିଛନ୍ତି, ଆମେ ଓଡ଼ିଶା ଆସିବା ପରେ ସେ(ମନୋଜ) ମୁମ୍ୱାଇରେ ଘର ଛାଡ଼ି ପଳାଇ ଆସିଲେ। ମୋତେ କିଛି କହିଲେ ନାହିଁ। ଓଡ଼ିଶା ଆସିବା ପରେ ଭୁବନେଶ୍ୱରରେ ଅଭିନୟ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ କୋର୍ଟରେ ଲିଖିତ ଭାବେ ଦେଇଛନ୍ତି ଯେ, ମୁଁ ତାଙ୍କୁ ନଜଣାଇ ଝିଅକୁ ଧରି ଲୁଚି ପଳାଇ ଆସିଛି। ତେବେ ମୁଁ କହିବାକୁ ଚାହୁଁଛି, ମୁଁ କାହିଁକି ଲୁଚି ପଳାଇ ଆସିବି? ମୁଁ ଏଇଠି ରହିଛି, ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି। ମୁଁ ସମସ୍ତଙ୍କ ସହିତ ମିଶି ରହୁଛି। ଏଠାକୁ ସେ ସବୁବେଳେ ଆସନ୍ତି ଓ ଝିଅ ସହିତ କଥା ହୁଅନ୍ତି। ମୁଁ ତାଙ୍କୁ ବହୁଥର କହିଛି, ଆସ ମିଶି ରହିବା। କେସ୍‌ ଉଠାଇ ନେବା ପାଇଁ ଅନୁରୋଧ କରିଥିଲି। ହେଲେ ସେ କିଛି ଶୁଣିଲେ ନାହିଁ। ଭୁବନେଶ୍ୱରରେ ସେ କେଉଁଠି ରହୁଛନ୍ତି ମୋତେ ଜଣାନାହିଁ ବୋଲି ମାନା କହିଛନ୍ତି।

ମନୋଜଙ୍କୁ ଫିଲ୍ମ ପ୍ରଯୋଜକମାନେ ବ୍ୟାନ କରିବା ପ୍ରସଙ୍ଗରେ ମାନା କହିଛନ୍ତି, ସମସ୍ତେ ହେଉଛନ୍ତି କଳାକାର। ବ୍ୟାନ୍‌ ହେବା କଥା ନୁହେଁ। ସେ ମୁମ୍ୱାଇରେ କାମ କରୁଥିଲେ। ଏବେ ଏଠାରେ କାମ କରୁଛନ୍ତି। ମୁଁ ତାଙ୍କ ଫିଲ୍ମ ଦେଖେ ଓ ଓଡ଼ିଆ ଫିଲ୍ମକୁ ବହୁତ ଭଲପାଏ। ସେ ଓଡ଼ିଶା ଇଣ୍ଡଷ୍ଟ୍ରୀରେ କାମ କରି ବହୁ ନାଁ କରିଛନ୍ତି। ଝିଅର ନାଁ କେନ୍ଦ୍ରୀୟ ବିଦ୍ୟାଳୟରେ ଲେଖାଇବା ପାଇଁ ବହୁ ଚିନ୍ତିତ ଥିଲି। ସେଥିପାଇଁ ଅନୁଭବ ମହାନ୍ତି ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ କହିବା ପାଇଁ ମୁଁ ତାଙ୍କୁ କହିଥିଲି। ବହୁବାର କହିବା ପରେ ଅନୁଭବ ଓ ସିଦ୍ଧାନ୍ତୁଙ୍କୁ ମନୋଜ କହିଥିଲେ। ଉଭୟଙ୍କ ସହଯୋଗରେ ଝିଅର ଆଡ୍‌ମିଶନ  କେନ୍ଦ୍ରୀୟ ବିଦ୍ୟାଳୟରେ କରିଥିଲୁ। ସେମାନଙ୍କ ସହଯୋଗ କେବେ ଭୁଲି ପାରିବି ନାହିଁ ବୋଲି ମାନା କହିଛନ୍ତି।

Manojସ୍ୱାମୀଙ୍କ ସହ ମାନା

ମାନା ଆହୁରି କହିଛନ୍ତି, କିଛି ବ୍ୟକ୍ତିଗତ ରାଗ ପାଇଁ ମନୋଜଙ୍କୁ ବ୍ୟାନ୍‌ କରାଯାଇଛି। ଜିତୁ ମଙ୍ଗରାଜ ହୁଅନ୍ତୁ ବା ଜିତୁ ରାଉତ ହୁଅନ୍ତୁ, ସେମାନେ ଯାହା କହିଛନ୍ତି, ତାହାର ଉତ୍ତର ସେ(ମନୋଜ) ଦେଇ ପାରିଥାଆନ୍ତ। ଯଦି ତୁମେ ଭଲ ଲୋକ, ତାହାହେଲେ ସେମାନଙ୍କ ଆରୋପର ଜବାବ ଦେଇଦିଅ। କିନ୍ତୁ ତାହା ନକରି ‘ରାମ’ ଫିଲ୍ମକୁ ବ୍ୟାନ୍‌ କରିବା କଥା ନୁହେଁ। ଯେଉଁମାନେ ବ୍ୟାନ୍‌ ପାଇଁ ପୋଷ୍ଟର ଧରିଛନ୍ତି, ସେମାନେ ଚିହ୍ନା ପରିଚିତ। ଏଥିରୁ ଜଣାପଡ଼ୁଛି, ବ୍ୟାନରେ ମନୋଜଙ୍କ ସମ୍ପୃକ୍ତି ଥାଇପାରେ। ତାହା ନହେଲେ ମୋ କାକା ଶ୍ୱଶୁର (ଭକ୍ତ କାକା) କାହିଁକି ପୋଷ୍ଟର ଧରି ଛିଡ଼ା ହୋଇଥିଲେ? ଏମିତି କରିବା କଣ ଠିକ୍‌ କି? ଏହା କରିବା କଥା ନୁହେଁ ବୋଲି ମୁଁ ମନୋଜଙ୍କୁ କହିଥିଲି ବୋଲି ମାନା କହିଛନ୍ତି।

ସେ କହିଛନ୍ତି, ‘ମାଇଣ୍ଡ ଗେମ୍‌’କୁ ମୁଁ ବହୁତ ଭଲ ପାଉଛି। ଫିଲ୍ମ ରିଲିଜ୍‌ ଦିନ ଓ ତା’ ପୂର୍ବ ଦିନ ମୁଁ ଏବଂ ମୋ ଝିଅ ମନୋଜଙ୍କୁ ୪ରୁ ୫ ଥର ଫୋନ୍‌ କରିଥିଲୁ। ହେଲେ ସେ ଫୋନ୍‌ ଉଠାଇଲେ ନାହିଁ। ଝିଅ ବ୍ୟସ୍ତ ହେବାରୁ ରିଲିଜ୍‌ ହେବାର ୩ରୁ ୪ ଦିନ ପରେ ଫିଲ୍ମ ଦେଖିବା ପାଇଁ ଯାଇଥିଲି। ଗେଟ୍‌ ପାଖରେ ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା ଭାଇଙ୍କ ସହିତ ମୋର ଦେଖା ହୋଇଥିଲା। ସେ ମୋତେ ଦୁଇଟି ଟିକେଟ ଦେଇଥିଲେ। ତା’ପରେ ମୁଁ ଫିଲ୍ମ ଦେଖିଥିଲି। ଫିଲ୍ମ ଭଲ ହୋଇଛି। ଝିଅ ମଧ୍ୟ ଫିଲ୍ମ ଦେଖି ବହୁ ଖୁସି ହେଲା। ମୁଁ କୌଣସି ଓଡ଼ିଆ ଫିଲ୍ମକୁ ବିରୋଧ କରେନାହିଁ। କାରଣ ଫିଲ୍ମ ହେଉଛି ମନୋରଞ୍ଜର ଗୋଟିଏ ମାଧ୍ୟମ। କିନ୍ତୁ ଫିଲ୍ମକୁ ନେଇ ଶତ୍ରୁତା, ଝଗଡ଼ା ଓ ଶୋ’ବାଜି କରିବା ନିହାତି ଖରାପ କଥା ବୋଲି ମାନା କହିଛନ୍ତି।

Manojସ୍ୱାମୀଙ୍କ ସହିତ ପତ୍ନୀ ମାନା

ମନର କଥା କହିବାକୁ ଯାଇ ମାନା କହିଛନ୍ତି, କଳାକାରମାନେ ନିଜ ଭିତରେ ବଦମାସୀ କରୁଛନ୍ତି। ବିବାହିତ କଳାକାରଙ୍କର ଫେମିଲି ରହିଛି। କାହାର ସ୍ୱାମୀ ରହିଛି, କାହାର ସ୍ତ୍ରୀ ରହିଛି, ଆଉ କାହାର ପିଲାମାନେ ରହିଛନ୍ତି। ଏହା ସତ୍ତ୍ୱେ ସେମାନେ ଲୀଳା କରୁଛନ୍ତି। ସ୍ତ୍ରୀକୁ ଖବର ନାହିଁ। ସ୍ତ୍ରୀ ଜାଣିପାରୁନି। ମନୋଜ ଏମିତି କରିବାର ବହୁଦିନ ପରେ ମୁଁ ଜାଣିଲି। ଯାହାକୁ ମୁଁ ଚାହୁଁନଥିଲି। ମୁଁ ଭାବୁଥିଲି ମନୋଜରଙ୍କର ଗୋଟିଏ ଝିଅ ହେଲାଣି, ବୟସ ହେଲାଣି, ଏମିତି କେବେ କରୁନଥିବେ। ହେଲେ ମୋ ଭାବନା ଭୁଲ ଥିଲା। ସେ ମୋତେ ଛାଡ଼ି ଅନ୍ୟ ଜଣେ ଝିଅ ସହିତ ରହୁଛନ୍ତି। ମୁଁ ଦେଖିନି। କିନ୍ତୁ ଶୁଣିବାକୁ ପାଉଛି ସିରିଏଲ୍‌ ଲାଇନ୍‌ର ଜଣେ ଝିଅକୁ ଧରି ସେ ବହୁଦିନ ହେଲା ରହୁଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ମୋତେ ବର୍ଷ ବର୍ଷ ଲାଗିଗଲା। ଗଣମାଧ୍ୟମ ଆଗରେ କହିବି ବୋଲି ବହୁଥର ଭାବିଛି। କିନ୍ତୁ କେବେ କହି ନଥିଲି ବୋଲି ମାନା କହିଛନ୍ତି।

ମନୋଜଙ୍କ ଉଦ୍ଦେଶ୍ୟରେ ମାନା କହିଛନ୍ତି, ରାମଫିଲ୍ମକୁ ବ୍ୟାନ୍‌ କରିବାର ଅଧିକାର ତୁମର ନାହିଁ। ତୁମେ ମାଇଣ୍ଡ ଗେମ୍‌ ଫିଲ୍ମକୁ ଆଗକୁ ନେଉନ। ସବୁ ହଲ୍‌ରେ ପକାଇବାକୁ ଚେଷ୍ଟା କର। ସମସ୍ତେ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରିଛନ୍ତି। ମୁମ୍ୱାଇରେ ମଧ୍ୟ ବହୁ ଲୀଳା କରିଥିଲ। ସେଥିପାଇଁ ଓଡ଼ିଶା ପଳାଇ ଆସିଲ। ଏଠାରେ ମଧ୍ୟ ସେହି କାମ କରୁଛ।

ରିପୋର୍ଟ- ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story