ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍ ଫେମ୍ ଅଭିନେତ୍ରୀ

ମୁମ୍ବାଇ: ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍-୯ ଫେମ୍ ତଥା ଅଭିନେତ୍ରୀ ମନ୍ଦନା କରିମ । ପ୍ରଯୋଜକ ମହେନ୍ଦ୍ର ଧରିୱାଲ ଶୁଟିଂ ସେଟ୍ ରେ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ଫିଲ୍ମ ‘କୋକା କୋଲା’ର ଶୁଟିଂ ସମୟରେ ମନ୍ଦନା ନିଜ ଭ୍ୟାନିଟି ଭ୍ୟାନରେ ଡ୍ରେସ ବଦଳାଇବାକୁ ଯାଇଥିଲେ । ଏହି ସମୟରେ ଫିଲ୍ମ ପ୍ରଯୋଜକ ତାଙ୍କ ଭ୍ୟାନ ଭିତରକୁ ଆସି ତାଙ୍କ ସହ ଅସଦାଚରଣ କରିଥିବା ସେ […]

mandana

mandana

Jitendra Garnayak
  • Published: Monday, 23 November 2020
  • Updated: 23 November 2020, 10:05 AM IST

Sports

Latest News

ମୁମ୍ବାଇ: ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍-୯ ଫେମ୍ ତଥା ଅଭିନେତ୍ରୀ ମନ୍ଦନା କରିମ । ପ୍ରଯୋଜକ ମହେନ୍ଦ୍ର ଧରିୱାଲ ଶୁଟିଂ ସେଟ୍ ରେ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ଫିଲ୍ମ ‘କୋକା କୋଲା’ର ଶୁଟିଂ ସମୟରେ ମନ୍ଦନା ନିଜ ଭ୍ୟାନିଟି ଭ୍ୟାନରେ ଡ୍ରେସ ବଦଳାଇବାକୁ ଯାଇଥିଲେ । ଏହି ସମୟରେ ଫିଲ୍ମ ପ୍ରଯୋଜକ ତାଙ୍କ ଭ୍ୟାନ ଭିତରକୁ ଆସି ତାଙ୍କ ସହ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଦୀପାବଳି ପୂର୍ବଦିନ ଏହି ଘଟଣା ଘଟିଥିବା ସେ କହିଛନ୍ତି।

ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ମହେନ୍ଦ୍ର । ସେ କହିଛନ୍ତି, ଦୀପାବଳି ପୂର୍ବଦିନ ତଥା ୧୩ ତାରିଖ ଦିନ ରାତିରେ ଫିଲ୍ମ ଶୁଟିଂ ଚାଲିଥିଲା। କିନ୍ତୁ ମନ୍ଦନା ତାଙ୍କ ସିଫ୍ଟ ପୂରଣ ହେବାର ଏକ ଘଂଟା ପୂର୍ବରୁ ନିଜ ଭ୍ୟାନିଟି ଭିତରକୁ ଚାଲିଯାଇଥିଲେ ।  ଏହାପରେ ସେ ମନ୍ଦନାଙ୍କୁ ଶୁଟିଂ ଶେଷ କରିବାକୁ ଆଉ ୧୫ ମିନିଟ୍ ସମୟ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ(ମନ୍ଦନା) ରାଜି ହୋଇ ନଥିଲେ । ଫଳରେ ରାଗି ଯାଇ ତାଙ୍କ ଉପରେ ଚିଲ୍ଲେଇ ଦେଇଥିଲି ବୋଲି ମହେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ, ମନ୍ଦନା କରିମ ‘ଭାଗ ଜନି’ ଏବଂ ‘ମେଁ ଔର ଚାର୍ଲସ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି । ଆଗକୁ ତାଙ୍କର  ‘କୋକା କୋଲା’ ଫିଲ୍ମ ଆସୁଛି । ଏଥିରେ ମନ୍ଦନାଙ୍କ ସହ ସନ୍ନି ଲିଓନି ମଧ୍ୟ ପ୍ରମୁଖରେ ଭୂମିକାରେ ନଜର ଆସିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story