Advertisment

ରିଲିଜ୍‌ ହେଲା ମଣିକର୍ଣ୍ଣିକାର ଟିଜର, ଦେଖନ୍ତୁ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ

ମୁମ୍ବାଇ: କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ୍‌ ଝାନ୍ସି’ର ଟିଜର ରିଲିଜ୍‌ ହୋଇଯାଇଛି।  ଏହାକୁ ଗାନ୍ଧି ଜୟନ୍ତୀ ଭଳି ଖାସ୍‌ ଦିନରେ ରିଲିଜ୍‌ କରାଯାଇଛି। ଏହି ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ୍‌ ହେବ। ଟିଜରରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଦୁଇ ମିନିଟ୍‌ର ଏହି ଟିଜରରେ ଆରମ୍ଭରୁ ଶୁଣିବାକୁ ମିଳୁଛି ଅମିତାଭ୍‌ ବଚ୍ଚନଙ୍କ ସ୍ୱର। ସେ କହିଛନ୍ତି, ‘‘ଭାରତ ବର୍ଷ, ଏକ ମହାନ୍‌ ସଭ୍ୟତା, ଯେଉଁଠି ମାଟି ବି ସୁନା ଥିଲା।  ହୃଦୟର […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ମଣିକର୍ଣ୍ଣିକାର ଟିଜର, ଦେଖନ୍ତୁ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ

kangana1

Advertisment

ମୁମ୍ବାଇ: କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ୍‌ ଝାନ୍ସି’ର ଟିଜର ରିଲିଜ୍‌ ହୋଇଯାଇଛି।  ଏହାକୁ ଗାନ୍ଧି ଜୟନ୍ତୀ ଭଳି ଖାସ୍‌ ଦିନରେ ରିଲିଜ୍‌ କରାଯାଇଛି। ଏହି ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ୍‌ ହେବ।

Advertisment

ଟିଜରରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଦୁଇ ମିନିଟ୍‌ର ଏହି ଟିଜରରେ ଆରମ୍ଭରୁ ଶୁଣିବାକୁ ମିଳୁଛି ଅମିତାଭ୍‌ ବଚ୍ଚନଙ୍କ ସ୍ୱର।

ସେ କହିଛନ୍ତି, ‘‘ଭାରତ ବର୍ଷ, ଏକ ମହାନ୍‌ ସଭ୍ୟତା, ଯେଉଁଠି ମାଟି ବି ସୁନା ଥିଲା।  ହୃଦୟର ଦ୍ୱାର ସବୁ ଅତିଥିଙ୍କ ପାଇଁ ଖୋଲାଥିଲା। ଗୋଟିଏ ଦିନ ଏହି ଦ୍ୱାର ଦେଇ ପଶି ଆସିଲେ ସଇତାନ୍‌ ପ୍ରବୃତ୍ତିର କିଛି କ୍ରୁର । ସେ ସମୟରେ ଏହି ମାଟିର ଗର୍ଭରୁ ଜନ୍ମି ଛିଡ଼ା ହୋଇଥିଲା ମଣିକର୍ଣ୍ଣିକା।”

Advertisment

publive-image

ଟିଜରରେ କଙ୍ଗନାଙ୍କ ଆକ୍ସନଠୁ ନେଇ ଘୋଡ଼ାରେ ବସି ଯୁଦ୍ଧ କରିବା ସବୁକିଛି ଦେଖିବାକୁ ମିଳିବ।

ସୂଚନଯୋଗ୍ୟ ଯେ, କଙ୍ଗନା ଏହି ଚରିତ୍ରକୁ ବାସ୍ତବ ରୂପ ଦେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଟିଜର ପୂର୍ବରୁ କଙ୍ଗନାଙ୍କ ଅନେକ ଲୁକ୍‌ ଜାରି କରାଯାଇଛି।

‘ମଣିକର୍ଣ୍ଣିକା’ର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ବିଜେତା କୃଷ ଜଗାରଲା ମୁଣ୍ଡି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe