/odisha-reporter/media/post_attachments/uploads/2016/02/radhika.jpg)
radhika
ମୁମ୍ବାଇ: ପରଦା ସେୟାର କରିବେ ମନୋଜ ବାଜପେୟୀ ଓ ରାଧିକା ଆପ୍ତେ। ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ଶିରିଶ କୁନ୍ଦେରଙ୍କ ଅପ୍ କମିଂ ଡେବ୍ୟୁ ସର୍ଟ ଫିଲ୍ମ ‘କିର୍ତ୍ତୀ’ରେ। ଏହା ଏକ ସାଇକୋଲୋଜିକାଲ୍ ଥ୍ରୀଲର୍। ୧୫ ମିନିଟ୍ର ଏହି ଫିଲ୍ମରେ ନେହା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ।
Advertisment
ଏପ୍ରିଲ୍ ୨୨ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି କୁନ୍ଦେର କହିଛନ୍ତି।
ବାଜେପେୟୀ ଓ ରାଧିକା ପୂର୍ବରୁ ପୃଥକ ପୃଥକ ଭାବେ ସର୍ଟ ଫିଲ୍ମ କରି ସାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
