Advertisment

ପରଦା ସେୟାର କରିବେ ମନୋଜ ବାଜପେୟୀ ଓ ରାଧିକା

ମୁମ୍ବାଇ: ପରଦା ସେୟାର କରିବେ ମନୋଜ ବାଜପେୟୀ ଓ ରାଧିକା ଆପ୍ତେ।  ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ଶିରିଶ କୁନ୍ଦେରଙ୍କ ଅପ୍‌ କମିଂ ଡେବ୍ୟୁ ସର୍ଟ ଫିଲ୍ମ ‘କିର୍ତ୍ତୀ’ରେ। ଏହା ଏକ ସାଇକୋଲୋଜିକାଲ୍ ଥ୍ରୀଲର୍। ୧୫ ମିନିଟ୍‌ର ଏହି ଫିଲ୍ମରେ ନେହା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏପ୍ରିଲ୍ ୨୨ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି କୁନ୍ଦେର କହିଛନ୍ତି। ବାଜେପେୟୀ ଓ ରାଧିକା ପୂର୍ବରୁ ପୃଥକ ପୃଥକ ଭାବେ ସର୍ଟ ଫିଲ୍ମ କରି […]

ପରଦା ସେୟାର କରିବେ ମନୋଜ ବାଜପେୟୀ ଓ ରାଧିକା

radhika

Advertisment

ମୁମ୍ବାଇ: ପରଦା ସେୟାର କରିବେ ମନୋଜ ବାଜପେୟୀ ଓ ରାଧିକା ଆପ୍ତେ।  ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ଶିରିଶ କୁନ୍ଦେରଙ୍କ ଅପ୍‌ କମିଂ ଡେବ୍ୟୁ ସର୍ଟ ଫିଲ୍ମ ‘କିର୍ତ୍ତୀ’ରେ। ଏହା ଏକ ସାଇକୋଲୋଜିକାଲ୍ ଥ୍ରୀଲର୍। ୧୫ ମିନିଟ୍‌ର ଏହି ଫିଲ୍ମରେ ନେହା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Advertisment

ଏପ୍ରିଲ୍ ୨୨ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି କୁନ୍ଦେର କହିଛନ୍ତି।

ବାଜେପେୟୀ ଓ ରାଧିକା ପୂର୍ବରୁ ପୃଥକ ପୃଥକ ଭାବେ ସର୍ଟ ଫିଲ୍ମ କରି ସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe