Advertisment

‘ଆମେ ଦୁଇ ଭାଇ ପୁଣି ମିଶିବା’

ଓଲିଉଡ୍‌ କଳିକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ।

author-image
Manoj Swain

ଓଲିଉଡ୍‌ କଳିକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ। ଆସନ୍ତୁ ବସିକି ଘର ଭିତରେ ଥିବା ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ। ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଆରୋପ ଠିକ ନୁହେଁ। ସାନ ଭାଇ ଭାବେ ଅନୁରୋଧ କରୁଛି ଆସନ୍ତୁ ବସି ସମାଧାନ କରିବା ବୋଲି ଅରିନ୍ଦମ କହିଛନ୍ତି।

Advertisment
Ollywood Odisha