Advertisment

'ମୁଁ ଛାଡ଼ପତ୍ର ଦେବା ପାଇଁ ମନା କରିଛି'

ନୀରବତା ଭାଙ୍ଗିଲେ ମାନା ମିଶ୍ର। ମାନା ହେଉଛନ୍ତି ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ। ଆଉ ଖୋଲିଛନ୍ତି ସ୍ୱାମୀଙ୍କ ପୋଲ୍‌। ଗୋଟିଏ ସହରରେ ରହୁଥିଲେ ମଧ୍ୟ କାହିଁକି ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି ?

author-image
Manoj Swain

ନୀରବତା ଭାଙ୍ଗିଲେ ମାନା ମିଶ୍ର। ମାନା ହେଉଛନ୍ତି ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ। ବାଦ ବିବାଦ, ଚର୍ଚ୍ଚା ପର୍ଯ୍ୟାଲୋଚନା ଭିତରେ ଆଜି ମନର କଥା ଓ ବ୍ୟଥା ବଖାଣିଛନ୍ତି ମାନା। ଯେଉଁଥିରେ ରହିଛି ମାୟାନଗରୀ ମୁମ୍ୱାଇଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ କଥା। ଆଉ ଖୋଲିଛନ୍ତି ସ୍ୱାମୀଙ୍କ ପୋଲ୍‌। ଗୋଟିଏ ସହରରେ ରହୁଥିଲେ ମଧ୍ୟ କାହିଁକି ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି? 

Advertisment
Odisha Manoj Mishra