ଏବେ କଣ କରିବେ ମନୋଜ ? | Odisha Reporter
Advertisment
'ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ ଉଠିବ ନାହିଁ । କଥାକଥାରେ ଭିଡିଓ ଛାଡ଼ୁଛନ୍ତି ଅଭିନେତା ମନୋଜ ମିଶ୍ର । ହେଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡାଙ୍କ ଅଭିଯୋଗ ନେଇ ଚୁପ୍ କାହିଁକି ? ମନୋଜ ମିଶ୍ର କାହିଁକି ସେ ନେଇ ଭିଡ଼ିଓ ଛାଡୁ ନାହାନ୍ତି ?' ସୋମବାର ଏପରି ପ୍ରଶ୍ନ ପଚାରି ମନୋଜ ମିଶ୍ରଙ୍କୁ ଘେରିଛି ପ୍ରଯୋଜକ ସଂଘ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us