Advertisment

ଓଲିଉଡ କଳିରେ ଏଣ୍ଟ୍ରି କଲେ ମନୋଜଙ୍କ ପତ୍ନୀ

ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋଶାଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି।

author-image
Manoj Swain

ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋଶାଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ । ଏମିତିକି ଯେଉଁମାନେ ସାମାନ୍ୟ କଳିକୁ ନେଇ ଓଡିଶାକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟର ଲୋକ ବୋଲି କହି, ତାଙ୍କୁ ଉଚିତ ଶିକ୍ଷା ମିଳୁ ବୋଲି କହିଛନ୍ତି ମନୋଜ ମିଶ୍ରଙ୍କ ପତ୍ନୀ ।

Advertisment
Odisha Ollywood Manoj Mishra