Advertisment

ଓଲିଉଡ କଳିରେ ଏଣ୍ଟ୍ରି କଲେ ମନୋଜଙ୍କ ପତ୍ନୀ

ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋଶାଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି।

Advertisment

ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋଶାଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ । ଏମିତିକି ଯେଉଁମାନେ ସାମାନ୍ୟ କଳିକୁ ନେଇ ଓଡିଶାକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟର ଲୋକ ବୋଲି କହି, ତାଙ୍କୁ ଉଚିତ ଶିକ୍ଷା ମିଳୁ ବୋଲି କହିଛନ୍ତି ମନୋଜ ମିଶ୍ରଙ୍କ ପତ୍ନୀ ।

Advertisment
Ollywood Manoj Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe