Advertisment

ୱେବ୍‌ ସିରିଜ୍‌ରେ ମାନୁଷୀ

ମୁମ୍ବାଇ:୨୦୧୭ରେ ‘ମିସ୍‌ ୱର୍ଲ୍ଡ’ ଟାଇଟଲ୍‌ ଜିତିଥିବା ମାନୁଷୀ ଚିଲ୍ଲର ଏକ ୱେବ୍ ସିରିଜ୍‌ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଲୀ ଅବ୍ବାସ ଜାଫର୍‌ଙ୍କ ନିର୍ଦ୍ଦେଶନାରେ ହେବାକୁଥିବା ୱେବ୍‌ ଶୋ’ ‘ତାଣ୍ଡବ’ରେ ସେ ନଜର ଆସିବେ। ନିକଟର ସେ ଏଥିପାଇଁ ଲୁକ୍‌ ଟେଷ୍ଟ ମଧ୍ୟ ଦେଇଥିଲେ। ଏଥିରେ ସେ ପାସ୍ କରିଛନ୍ତି ବୋଲି ବି ଜଣାପଡ଼ିଛି। https://www.instagram.com/p/B4kXHMDlupd/?utm_source=ig_web_copy_link ଏହି ଶୋ’ରେ ଲିଡ୍‌ ରୋଲ୍‌ରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଅଭିନୟ କରିବେ। ଏଥିପାଇଁ ତାଙ୍କୁ […]

ଅଦ୍ୟତନ ହୋଇଛି
ୱେବ୍‌ ସିରିଜ୍‌ରେ ମାନୁଷୀ

manushi

Advertisment

ମୁମ୍ବାଇ:୨୦୧୭ରେ ‘ମିସ୍‌ ୱର୍ଲ୍ଡ’ ଟାଇଟଲ୍‌ ଜିତିଥିବା ମାନୁଷୀ ଚିଲ୍ଲର ଏକ ୱେବ୍ ସିରିଜ୍‌ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଲୀ ଅବ୍ବାସ ଜାଫର୍‌ଙ୍କ ନିର୍ଦ୍ଦେଶନାରେ ହେବାକୁଥିବା ୱେବ୍‌ ଶୋ’ ‘ତାଣ୍ଡବ’ରେ ସେ ନଜର ଆସିବେ। ନିକଟର ସେ ଏଥିପାଇଁ ଲୁକ୍‌ ଟେଷ୍ଟ ମଧ୍ୟ ଦେଇଥିଲେ। ଏଥିରେ ସେ ପାସ୍ କରିଛନ୍ତି ବୋଲି ବି ଜଣାପଡ଼ିଛି।

Advertisment

https://www.instagram.com/p/B4kXHMDlupd/?utm_source=ig_web_copy_link

ଏହି ଶୋ’ରେ ଲିଡ୍‌ ରୋଲ୍‌ରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଅଭିନୟ କରିବେ। ଏଥିପାଇଁ ତାଙ୍କୁ ପୂର୍ବରୁ ଫାଇନାଲ୍ କରାଯାଇଥିଲା।

https://www.instagram.com/p/B3R3UnrlGr3/?utm_source=ig_web_copy_link

ଏହି ୱେବ୍‌ ସିରିଜ୍‌ଟି ଆମେରିକୀୟ ୱେବ୍‌ ସିରିଜ୍‌ ‘ହାଉସ୍‌ ଅଫ୍‌ କାର୍ଡ଼ସ୍‌’ରୁ ପ୍ରେରିତ ହୋଇଛି। ‘ହାଉସ୍‌ ଅଫ୍‌ କାର୍ଡ଼ସ୍‌’ ଆମେରିକାର ରାଜନିତୀକୁ ନେଇ ତିଆରି ହୋଇଛି। ତେବେ ଅଲୀଙ୍କ ଶୋ’ରେ ଭାରତୀୟ ରାଜନୀତିର କଥା ଦେଖିବାକୁ ମିଳିବ।

Advertisment

ସୂଚନା ଅନୁଯାୟୀ, ଆଉ ମାସେ କି ଦୁଇ ମାସ ଭିତରେ ଏହାର ଶୁଟିଂ ଆରମ୍ଭ ହୋଇଯିବ। ୨୦୨୦ ମେ’ କିମ୍ବା ଜୁନ୍‌ ମାସ ଆଡ଼କୁ ଏହାକୁ ରିଲିଜ୍‌ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe