ଦିନ ମଜୁରିଆରୁ ଆଇଟମ୍‌ ଗର୍ଲ

ତେଲକୋଇ (ଚିନ୍ମୟ ସାହୁ): ଯାତ୍ରା ଜଗତରେ ରାନୀଙ୍କ ପରେ ଆଉ ଜଣେ ଆଇଟମ୍‌ ଗର୍ଲଙ୍କୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ତାଙ୍କ ନାଁ ସୋନାଲି। ନୂଆ କରି ଗଢ଼ା ଯାଇଥିବା ଯାତ୍ରା ପାର୍ଟି ମାୟାନଗରୀରେ ନାଚ କରି ସେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ତେବେ ତାଙ୍କ ନୃତ୍ୟ ଶୈଳୀକୁ ନେଇ ବିବାଦ ଉଠିଛି। ତାଙ୍କ ନାଚରେ ଅଶ୍ଳୀଳତା ରହିଛି ବୋଲି ଅଭିଯୋଗ ହୋଇଛି। ତେବେ ତାଙ୍କର ଏହି ଆଇଟମ୍ ଗର୍ଲ ପର୍ଯ୍ୟନ୍ତ ଯାତ୍ରା ବେଶ୍ କଠିନ ରହିଥିଲା, […]

sonali3333

sonali3333

Puspanjali Panda
  • Published: Wednesday, 02 October 2019
  • Updated: 02 October 2019, 02:40 PM IST

Sports

Latest News

ତେଲକୋଇ (ଚିନ୍ମୟ ସାହୁ): ଯାତ୍ରା ଜଗତରେ ରାନୀଙ୍କ ପରେ ଆଉ ଜଣେ ଆଇଟମ୍‌ ଗର୍ଲଙ୍କୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ତାଙ୍କ ନାଁ ସୋନାଲି। ନୂଆ କରି ଗଢ଼ା ଯାଇଥିବା ଯାତ୍ରା ପାର୍ଟି ମାୟାନଗରୀରେ ନାଚ କରି ସେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ତେବେ ତାଙ୍କ ନୃତ୍ୟ ଶୈଳୀକୁ ନେଇ ବିବାଦ ଉଠିଛି। ତାଙ୍କ ନାଚରେ ଅଶ୍ଳୀଳତା ରହିଛି ବୋଲି ଅଭିଯୋଗ ହୋଇଛି। ତେବେ ତାଙ୍କର ଏହି ଆଇଟମ୍ ଗର୍ଲ ପର୍ଯ୍ୟନ୍ତ ଯାତ୍ରା ବେଶ୍ କଠିନ ରହିଥିଲା, ଯାହା ସେ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

ବାପାଙ୍କ ଦେହ ବହୁତ ଖରାପ ରହୁଥିବାରୁ ଖୁବ୍ କମ୍ ବୟସରୁ ସୋନାଲି ପଇସା ରୋଜଗାର କରିବା ପାଇଁ ଭୁବନେଶ୍ୱରରେ ଥିବା ତାଙ୍କ ଆଈଙ୍କ ପାଖକୁ ଚାଲିଯାଇଥିଲେ। ଆଈଙ୍କ ସାହାଯ୍ୟରେ ଘର ଘର ବୁଲି ଲୋକଙ୍କ ବାସନ ମାଜିବା ସହିତ ଲୁଗାପଟା ସଫା କରୁଥିଲେ। ପରେ ଜଣେ ମହିଳାଙ୍କ ସାହାଯ୍ୟରେ ସେ ଘର ନିର୍ମାଣ କାମରେ ଶ୍ରମିକ ଭାବେ କାମ କରିଥିଲେ।

ଦିନ ମଜୁରିଆ କାମ କରୁଥିଲେ ବି ଡ୍ୟାନ୍ସ ପ୍ରତି ସୋନାଲିଙ୍କର ବହୁତ ଦୁର୍ବଳତା ରହିଥିଲା। ତାଙ୍କ ବାପାଙ୍କ ଦେହ ଅସୁସ୍ଥ ହେବା ପୂର୍ବରୁ ଗାଁରେ ଡ୍ରାମା ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଲେ ସେ ନୃତ୍ୟ କରୁଥିଲେ। ତାଙ୍କ ନାଚକୁ ଲୋକେ ବେଶ୍ ପସନ୍ଦ ବି କରୁଥିଲେ। ଥରେ ଭୁବନେଶ୍ୱରରେ ତାଙ୍କର ଜଣେ ସାଙ୍ଗ ହଠାତ୍ ଦେଖା ହୋଇଗଲେ। ସେ ଡ୍ୟାନ୍ସର ଥିଲେ। ଆଉ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସୋନାଲି ତାଙ୍କର ସାହାଯ୍ୟ ନେଇଥିଲେ। ଧୀରେ ଧୀରେ ସେ ମଲୋଡିରେ ନାଚି ଥିଲେ। ଏହା ପରେ ତାଙ୍କୁ କିଛି ବଡ଼ ପ୍ରୋଗ୍ରାମ୍ ମିଳିଥିଲା। କିନ୍ତୁ ଏହାରି ମଧ୍ୟରେ ତାଙ୍କ ଜୀବନରେ ଆସିଥିଲା ଝଡ଼। ଯେଉଁ ଅସୁସ୍ଥ ବାପାଙ୍କୁ ଭଲ କରିବା ପାଇଁ ସୋନାଲି ପରିଶ୍ରମ କରୁଥିଲେ, ସେ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ବାପା ଚାଲିଯିବା ପରେ ସେ ଯାତ୍ରା ପାର୍ଟିରେ ଆଇଟମ୍‌ ଗର୍ଲ ଭାବରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଦେଖନ୍ତୁ ଏଇ ସାକ୍ଷାତକାରରେ ସୋନାଲି ଆଉ କ’ଣ ସବୁ କହିଛନ୍ତି।

https://youtu.be/BornBdXlUVw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story