Advertisment

ଖାଲି ପାଦରେ ଭୋଟ୍ ଦେଲେ ମେଗାଷ୍ଟାର

ଧାଡ଼ିରେ ଛିଡ଼ା ହୋଇ ମତଦାନ କଲେ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବୀ।

author-image
Manoj Swain
ଅଦ୍ୟତନ ହୋଇଛି

ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାର ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି। ତେବେ ଧାଡ଼ିରେ ଛିଡ଼ା ହୋଇ ମତଦାନ କଲେ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବୀ।

Advertisment
Telangana Elections Chiranjeevi