ଧରାପଡ଼ିଲା ରାଜକୁମାରଙ୍କ ମିଛ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପାଇଁ ୨୦୨୦ ବର୍ଷଟି ବେଶ୍‌ ଖାସ୍‌। କାରଣ ବର୍ଷ ଆରମ୍ଭରେ ଆସୁଛି ତାଙ୍କ ଫିଲ୍ମ ‘ଛପାକ୍‌’। ଆଉ ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ପ୍ରଥମ ଥର ପାଇଁ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି। ତାଙ୍କ ଫିଲ୍ମକୁ ନେଇ ଏବେ ସବୁଆଡ଼େ ଆଲୋଚନା ହେଉଥିବା ବେଳେ କିଛିଦିନ ତଳେ ରାଜକୁମାର୍‌ ରାଓଙ୍କ ଏକ ବୟାନ୍‌ ଅଧିକ ଚର୍ଚ୍ଚାକୁ ଆସିଥିଲା। ସେ କହିଥିଲେ ଯେ ଏହି ଫିଲ୍ମ ପାଇଁ ତାଙ୍କୁ ଅଫର୍‌ […]

deepika

deepika

Chinmayee Roy
  • Published: Wednesday, 08 January 2020
  • Updated: 08 January 2020, 01:24 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପାଇଁ ୨୦୨୦ ବର୍ଷଟି ବେଶ୍‌ ଖାସ୍‌। କାରଣ ବର୍ଷ ଆରମ୍ଭରେ ଆସୁଛି ତାଙ୍କ ଫିଲ୍ମ ‘ଛପାକ୍‌’। ଆଉ ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ପ୍ରଥମ ଥର ପାଇଁ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି। ତାଙ୍କ ଫିଲ୍ମକୁ ନେଇ ଏବେ ସବୁଆଡ଼େ ଆଲୋଚନା ହେଉଥିବା ବେଳେ କିଛିଦିନ ତଳେ ରାଜକୁମାର୍‌ ରାଓଙ୍କ ଏକ ବୟାନ୍‌ ଅଧିକ ଚର୍ଚ୍ଚାକୁ ଆସିଥିଲା। ସେ କହିଥିଲେ ଯେ ଏହି ଫିଲ୍ମ ପାଇଁ ତାଙ୍କୁ ଅଫର୍‌ ଦିଆଯାଇଥିଲା। ତେବେ ତାଙ୍କର ଏହି ବୟାନ୍‌ ମିଛ ପ୍ରମାଣିତ ହୋଇଛି।

ରାଜକୁମାର କହିଥିଲେ ଯେ ଏହି ଫିଲ୍ମରେ ନାୟକ ଚରିତ୍ରରେ ଅଭିନୟ କରିବା ପାଇଁ ନିର୍ଦ୍ଦେଶକ ମେଘନା ଗୁଲ୍‌ଜାର୍‌ ପ୍ରଥମେ ତାଙ୍କୁ ଅଫର୍‌ ଦେଇଥିଲେ। ହେଲେ ସେ ଏହି ଫିଲ୍ମ ସାଇନ୍‌ କରି ନଥିଲେ। ତେବେ ଏକ ସାକ୍ଷାତକାରରେ ମେଘନା ଏହାକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ, “ଏ କଥା ନା ମୁଁ କହିଛି ନା ଦୀପିକା। ମୁଁ କେବଳ ଏତିକି କହିପାରିବି ଯେ ଏହା ଗଣମାଧ୍ୟମ ଦ୍ୱାରା ବନାଯାଇଥିବା ଏକ କାହାଣୀ।”

ମେଘନା ଆହୁରି କହିଥିଲେ ଯେ ପ୍ରଥମ ଦିନରୁ ହିଁ ‘ଛପାକ୍‌’ର ନାୟକ ଭୂମିକା ପାଇଁ ତାଙ୍କ ମନରେ କେବଳ ବିକ୍ରାନ୍ତ ମେସିଙ୍କ ନାଁ ଥିଲା। ସେ ତାଙ୍କ ସହ କାମ କରିବାକୁ ବେଶ୍ ଉତ୍ସାହିତ ମଧ୍ୟ ଥିଲେ।

ସେ କହିଥିଲେ, “ଏ ଫିଲ୍ମରେ ବିକ୍ରାନ୍ତ ବେଶ୍ ଭଲ ଅଭିନୟ କରିଛନ୍ତି। ମୁଁ ତାଙ୍କୁ ‘ଏ ଡେଥ୍‌ ଇନ୍‌ ଦ ଗଞ୍ଜ୍’ରେ ଦେଖିଥିଲି। ଏହାପରେ ହିଁ ମୁଁ ସ୍ଥିର କରିନେଇଥିଲି ଯେ ମୁଁ ତାଙ୍କ ସହ କାମ କରିବି। କାରଣ ସେହି ଫିଲ୍ମ ପରେ ମୁଁ ତାଙ୍କର ଫ୍ୟାନ୍‌ ହୋଇଯାଇଥିଲି।” ମେଘନାଙ୍କ ଏହି ଖୁଲାସା ପରେ ରାଜକୁମାର ରାଓଙ୍କ ମିଛ ଧରାପଡ଼ିଯାଇଛି।

https://www.instagram.com/p/B65uq4LpYEH/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଛପାକ୍‌’ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଏଥିରେ ଦୀପିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି। ଫିଲ୍ମଟି ୧୦ ତାରିଖରେ ରିଲିଜ୍ ହେବ।

https://youtu.be/kXVf-KLyybk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story