Advertisment

ମୀରାଙ୍କ ମିଠା ପ୍ରତିଶୋଧ

ମୁମ୍ବାଇ:  ଲକଡାଉନ ବେଳେ ଅଭିନେତା ସାହିଦ କପୁର ପତ୍ନୀ ମୀରା ରାଜପୁତଙ୍କୁ ପୂରା ସମୟ ଦେଉଛନ୍ତି। ସୋଶାଲ ମିଡିଆରେ ମଧ୍ୟ ସେ ତାଙ୍କ ମଜାମସ୍ତି କରୁଥିବାର ଫଟୋ ଶେୟାର କରୁଛନ୍ତି। ନିକଟରେ ସହିଦ ମୀରାଙ୍କ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓ କ୍ୟାପସନରେ ସେ ସେକ୍ସି ବୋଲି ଲେଖିବାରୁ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ମୀରା। ଦୁହେଁ ‌ଏବେ ଘରେ ଲକ୍‌ଡାଉନରେ ରହି ପରସ୍ପର ସହ ସମୟ ଖୁସିରେ ସମୟ ବିତାଉଛନ୍ତି। ନିକଟରର ସାହିଦ ମୀରାଙ୍କ ଏକ […]

ମୀରାଙ୍କ ମିଠା ପ୍ରତିଶୋଧ

shahid and meera

Advertisment

ମୁମ୍ବାଇ:  ଲକଡାଉନ ବେଳେ ଅଭିନେତା ସାହିଦ କପୁର ପତ୍ନୀ ମୀରା ରାଜପୁତଙ୍କୁ ପୂରା ସମୟ ଦେଉଛନ୍ତି। ସୋଶାଲ ମିଡିଆରେ ମଧ୍ୟ ସେ ତାଙ୍କ ମଜାମସ୍ତି କରୁଥିବାର ଫଟୋ ଶେୟାର କରୁଛନ୍ତି। ନିକଟରେ ସହିଦ ମୀରାଙ୍କ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓ କ୍ୟାପସନରେ ସେ ସେକ୍ସି ବୋଲି ଲେଖିବାରୁ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ମୀରା। ଦୁହେଁ ‌ଏବେ ଘରେ ଲକ୍‌ଡାଉନରେ ରହି ପରସ୍ପର ସହ ସମୟ ଖୁସିରେ ସମୟ ବିତାଉଛନ୍ତି।

Advertisment

ନିକଟରର ସାହିଦ ମୀରାଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ତାଙ୍କୁ ଚିଡ଼ାଇବା ପାଇଁ ଲେଖିଥିଲେ ‌‘ସେକ୍ସି’। ତେବେ ଏହାର ଜବାବରେ ମିଠା ପ୍ରତିଶୋଧ ନେବାକୁ ମୀରା ସାହିଦ କପୁରଙ୍କ ପ୍ରଥମ ଚଳଚ୍ଚିତ୍ରର‌ ଫଟୋସପ୍ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ସାହିଦଙ୍କ ସମେତ ରୋହନ ଦେଓ ବତ୍ସଲ ସେଠ୍‌ ମଧ୍ୟ ଅଛନ୍ତି।

https://www.instagram.com/p/B_J5VaolNMx/?igshid=qla175p9adp3

ଏଇ ପୋଷ୍ଟରରେ ସାହିଦ ପିଲାଙ୍କ ଭଳି ଦେଖାଯାଉଛନ୍ତି। ମୀରା ଏହି ପୋଷ୍ଟର ଶେୟାର କରି ସାହିଦଙ୍କୁ ଝିନ୍‌ଝଟରେ ପକାଇବେ ବୋଲି ଭାବୁଥିଲେ। ମାତ୍ର ଓଲଟା ପ୍ରତିକ୍ରିୟା ଆସିଲା। ଲୋକେ ଏ ପୋଷ୍ଟରରେ ସାହିଦଙ୍କର ପ୍ରଶଂସା କଲେ। ଜଣେ ପ୍ରଶଂସକ ମଜାରେ ଏକଥା ବି ଲେଖିଥିଲେ ଯେ, ମୀରା ଅମ୍ରିତା ରାଓଙ୍କ ଭଳି ଦେଖାଯାଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe