ଅଦ୍ୟତନ ହୋଇଛି
mizya
Advertisment
ମୁମ୍ବାଇ: ବଲିଉଡ୍ ଅଭିନେତା ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନଙ୍କ ଡେବ୍ୟୁ ଫିଲ୍ମ ‘ମିରଜେୟା’ର ପ୍ରଥମ ଗୀତ ରିଲିଜ୍ ହୋଇଯାଇଛି। ଏହି ଗୀତରେ ହର୍ଷବର୍ଦ୍ଧନ ଓ ସୈୟାନୀଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତଟିକୁ ଦଲେର ମେହନ୍ଦୀ, ସେନ୍ ଜହୁର, ଅଖତର ଚୈନଲ ଓ ନୁରା ସିଷ୍ଟର୍ସ ଗାଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର-ଏହସାନ-ଲୟ। ଏହି ଗୀତକୁ ଲେଖିଛନ୍ତି ଗୁଲଜାର।
Advertisment
ଫିଲ୍ମଟିର ଟିଜର ଓ ଟ୍ରେଲର ପୂର୍ବରୁ ଦର୍ଶକଙ୍କ ମନରେ ସସପେନ୍ସ ଭରି ସାରିଛି।
ରାକେଶ ଓମ୍ ପ୍ରକାଶ ମେହେରା ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/mizya-1.jpg)