ତିଆରି ହେବ ‘ଏକ୍‌ ଭିଲେନ୍‌ ୨’

ମୁମ୍ବାଇ: ନିର୍ମାଣ ହେବ ଫିଲ୍ମ ‘ଏକ୍‌ ଭିଲେନ୍‌ ୨’। ଏଇ ଫିଲ୍ମଟି ‘ଏକ୍‌ ଭିଲେନ୍‌’ର ସିକ୍ୱେଲ୍‌ ହେବ ନାହିଁ। ଏଥିରେ ସମ୍ପୁର୍ଣ୍ଣ ଅଲଗା କାହାଣୀ ନେଇ ଆସିବେ ନିର୍ଦ୍ଦେଶକ ମୋହିତ ସୂରୀ। ଏହି ଫିଲ୍ମରେ ଲିଡ୍‌ ରେଲ୍‌ରେ ଜନ୍‌ ଆବ୍ରାହମ୍ ଓ ଆଦିତ୍ୟ ରୟ କପୁର ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ତେବେ ଫିଲ୍ମରେ ଲିଡ୍‌ ହିରୋଇନ୍‌ କିଏ ହେବେ, ସେ ବିଷୟରେ କିଛି ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ, ଏହି ଫିଲ୍ମଟି ଏକ ଇଣ୍ଟେନ୍ସ ଲଭ୍‌ଷ୍ଟୋରୀ […]

vilian

vilian

Chinmayee Roy
  • Published: Monday, 06 January 2020
  • Updated: 06 January 2020, 02:35 PM IST

Sports

Latest News

ମୁମ୍ବାଇ: ନିର୍ମାଣ ହେବ ଫିଲ୍ମ ‘ଏକ୍‌ ଭିଲେନ୍‌ ୨’। ଏଇ ଫିଲ୍ମଟି ‘ଏକ୍‌ ଭିଲେନ୍‌’ର ସିକ୍ୱେଲ୍‌ ହେବ ନାହିଁ। ଏଥିରେ ସମ୍ପୁର୍ଣ୍ଣ ଅଲଗା କାହାଣୀ ନେଇ ଆସିବେ ନିର୍ଦ୍ଦେଶକ ମୋହିତ ସୂରୀ। ଏହି ଫିଲ୍ମରେ ଲିଡ୍‌ ରେଲ୍‌ରେ ଜନ୍‌ ଆବ୍ରାହମ୍ ଓ ଆଦିତ୍ୟ ରୟ କପୁର ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ତେବେ ଫିଲ୍ମରେ ଲିଡ୍‌ ହିରୋଇନ୍‌ କିଏ ହେବେ, ସେ ବିଷୟରେ କିଛି ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, ଏହି ଫିଲ୍ମଟି ଏକ ଇଣ୍ଟେନ୍ସ ଲଭ୍‌ଷ୍ଟୋରୀ ଉପରେ ତିଆରି ହେବ। ଫିଲ୍ମରେ ଜନ୍‌ ଓ ଆଦିତ୍ୟ ପରସ୍ପରର ବିପକ୍ଷରେ ଅଭିନୟ କରିବେ। କିନ୍ତୁ କିଏ ଭିଲେନ୍‌ ହେବ ଆଉ କିଏ ହିରୋ ସେ ବିଷୟରେ ଜଣାପଡ଼ିନାହିଁ। ଏଥିରେ କୌଣସି ଟପ୍‌ ହିରୋଇନ୍‌ଙ୍କୁ ନିଆଯିବ। କିଛିଦିନ ପୂର୍ବରୁ ଜନ୍‌ ଓ ଆଦିତ୍ୟଙ୍କୁ ମୋହିତ୍‌ ସୂରୀ ଫିଲ୍ମର କାହାଣୀ ଶୁଣାଇଥିଲେ। ଫିଲ୍ମର କାହାଣୀ ସେମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଦୁହେଁ ଫିଲ୍ମ ସାଇନ୍‌ କରିଥିଲେ।

୨୦୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଏକ୍‌ ଭିଲେନ୍‌’। ମୋହିତ ଏହାର ନିର୍ଦ୍ଦେଶନା ଦେଇଥିଲେ। ଦର୍ଶକଙ୍କୁ ଏହା ବେଶ୍ ପସନ୍ଦ ମଧ୍ୟ ଆସିଥିଲା। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଶ୍ରଦ୍ଧା କପୁର, ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶ୍‌ମୁଖ ଅଭିନୟ କରିଥିଲେ। ରିତେଶ ଏଥିରେ ଭିଲେନ୍‌ ଭୂମିକାରେ ଅଭିନୟ କରିଥିଲେ, ଯାହାକି ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ଏହା ବ୍ୟତୀତ ଫିଲ୍ମଟିର ମ୍ୟୁଜିକ୍‌ ମଧ୍ୟ ବେଶ୍ ହିଟ୍‌ ହୋଇଥିଲା। ‘ଏକ୍‌ ଭିଲେନ୍‌ ୨’ରେ ବି ଭଲ ଗୀତ ରହିବ। ଏହି ଫିଲ୍ମଟିକୁ ଭୂଷଣ କୁମାର ଓ ଏକ୍‌ତା କପୁର ପ୍ରଯୋଜନା କରୁଛନ୍ତି। ପୂରା ଷ୍ଟାରକାଷ୍ଟ ଫାଇନାଲ୍‌ ହୋଇଗଲା ପରେ ଚଳିତ ବର୍ଷ ହିଁ ଏହାର ଶୁଟିଂ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story