ବାହା ହେଲେ ମୋନା: ଦେଖନ୍ତୁ ବାହାଘରର କିଛି ଭାଇରାଲ୍ ଫଟୋ

ମୁମ୍ବାଇ: ଟେଲି ଅଭିନେତ୍ରୀ ମୋନା ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସାଉଥ୍‌ର ଶ୍ୟାମ୍‌ ନାମକ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌କୁ ସେ ବିବାହ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୋନା ଗତ ୨୭ରେ ସାଉଥ୍‌ର ଶ୍ୟାମ୍‌ ନାମକ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିଛନ୍ତି। ବିବାହର କିଛି ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି, ଯାହାକି ଏବେ ଭାଇରାଲ୍‌ ହେଉଛି। https://www.instagram.com/p/B6mwI1wA-QQ/?utm_source=ig_web_copy_link ମୋନା ଇନ୍‌ଷ୍ଟାରେ ଫଟୋ ଶେଆର୍‌ କରି ଲେଖିଛନ୍ତି, ‘ପ୍ରେମ, ହସ ଓ […]

mona

mona

Chinmayee Roy
  • Published: Saturday, 28 December 2019
  • Updated: 28 December 2019, 06:50 PM IST

Sports

Latest News

ମୁମ୍ବାଇ: ଟେଲି ଅଭିନେତ୍ରୀ ମୋନା ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସାଉଥ୍‌ର ଶ୍ୟାମ୍‌ ନାମକ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌କୁ ସେ ବିବାହ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୋନା ଗତ ୨୭ରେ ସାଉଥ୍‌ର ଶ୍ୟାମ୍‌ ନାମକ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିଛନ୍ତି। ବିବାହର କିଛି ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି, ଯାହାକି ଏବେ ଭାଇରାଲ୍‌ ହେଉଛି।

https://www.instagram.com/p/B6mwI1wA-QQ/?utm_source=ig_web_copy_link

ମୋନା ଇନ୍‌ଷ୍ଟାରେ ଫଟୋ ଶେଆର୍‌ କରି ଲେଖିଛନ୍ତି, ‘ପ୍ରେମ, ହସ ଓ ଖୁସିରେ ଭରା ସଂସାର’। ଏହି ଫଟୋରେ ମୋନା ଲାଲ୍‌ ରଙ୍ଗର ଲେହେଙ୍ଗାରେ ବହୁତ୍‌ ସୁନ୍ଦର ଦେଖାଯାଉଛନ୍ତି। ବାହାଘରକୁ କେବେଳ ମୋନାଙ୍କର କିଛି ନିକଟତମ ବନ୍ଧୁ ହିଁ ଯାଇଥିଲେ। ସେମାନଙ୍କ ସହ ମଧ୍ୟ ମୋନାଙ୍କର ଫଟୋ ସବୁ ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଛି।

https://www.instagram.com/p/B6m9F99HWU3/?utm_source=ig_web_copy_link

ମୋନାଙ୍କ ବାହାଘର ଉତ୍ସବ ୨ ଦିନ ଧରି ଚାଲିଥିଲା। ବାହାଘର ପୂର୍ବ ଦିନ ସେ ନିଜର ପ୍ରି-ୱେଡିଂ ସେରିମନି ସେଲେବ୍ରେଟ୍ କରିଥିଲେ। ଏଥିରେ କେବଳ ତାଙ୍କର ଘରଲୋକ ଓ କିଛି ନିକଟତମ ବନ୍ଧୁ ସାମିଲ ହୋଇଥିଲେ। ପ୍ରଥମେ ସୋଶାଲ୍‌ ମିଡିଆରେ ମୋନାଙ୍କର ମେହେନ୍ଦି ସେରିମନିର କିଛି ଫଟୋ ଭାଇରାଲ୍‌ ହୋଇଥିଲା। ଯାହାପରେ ତାଙ୍କ ସିକ୍ରେଟ୍‌ ବାହାଘର ବିଷୟରେ ଜଣାପଡ଼ିଥିଲା।

https://www.instagram.com/p/B6kd1yfhr0Y/?utm_source=ig_web_copy_link

ସୂଚନାଯୋଗ୍ୟ, ମୋନା ଏହା ପୂର୍ବରୁ ବିବାହ ଖବରକୁ ମାନି ନଥିଲେ। ସେ କହିଥିଲେ, ‘ମୁଁ କେବ ବି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କେଉଁଠି କିଛି କୁହେନି। କିନ୍ତୁ ଯଦି ମୁଁ ବାହା ହେବି ତେବେ ମୁଁ ଖୁସିରେ ସାରା ଦୁନିଆକୁ ଜଣାଇବି’। ଏବେ ଲାଗୁଛି ମୋନା ନିଜେ ନିଜ କଥାକୁ ଭୁଲିଯାଇଛନ୍ତି। ପୂର୍ବରୁ ମୋନା ସିଂହଙ୍କ ନାଁ ଟେଲି ଅଭିନେତା କରନ୍‌ ଓବରୟ ଓ ଫିଲ୍ମ ‘କମାଣ୍ଡୋ’ର ଅଭିନେତା ବିଦ୍ୟୁତ୍‌ ଜାମୱାଲ୍‌ଙ୍କ ସହ ଯୋଡ଼ାଯାଇଥିଲା। ମୋନା ଖୁବ୍‌ଶୀଘ୍ର ଆମୀର୍‌ ଓ କରୀନାଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଢା’ରେ ନଜର ଆସିବେ।

https://www.instagram.com/p/B6h2ZxbHs9W/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story