/odisha-reporter/media/post_attachments/uploads/2018/09/B788.jpg)
B788
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ କରିନା କପୁର ଖାନ୍ ପଟୌଦୀଙ୍କୁ ଜନ୍ମଦିନ ଭେଟି ମିଳିଛି। ମୁମ୍ବାଇସ୍ଥିତ ନିଜ ବାସଭାବନରେ କରିନାଙ୍କ ବାପା ରଣଧୀର କପୁର ଓ ମା’ ବବିତାଙ୍କ ଉପସ୍ଥିତିରେ ଜନ୍ମଦିନ ପାଳିଛନ୍ତି।
Advertisment
ଏହି ସେଲିବ୍ରେଟି ବର୍ଥଡେର ଅନେକ ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଥିବା ବେଳେ ସବୁଠାରୁ ଅଧିକ ଭାଇରାଲ ହୋଇଛି ଜୁଆଁଇ ପୁଅ ସୈଫଙ୍କ ଭିଡିଓ।
ଜନ୍ମଦିନ ଉତ୍ସବ ସରିବା ପରେ ଶ୍ୱଶୂର ଘର ଲୋକଙ୍କ ପାଖରୁ ଢେର ସାର ଭଲ ପାଇବା ସାଉଁଟିଛନ୍ତି ସୈଫ। ଶାଶୂ ଶ୍ୱଶୂରଙ୍କୁ ବାଟେଇବାକୁ ଆସିଥିବା ବେଳେ ନିଜ ପାରମ୍ପରିକ ଢଙ୍ଗରେ ଶ୍ୱଶୁର ରଣଧୀରଙ୍କୁ ସେ ସଲାମ୍ କରୁଥିବା ଦେଖିବାକୁ ମିଳିଛି। ସେହିପରି ଶଶୂ ବବିତା ତାଙ୍କୁ ଆଲିଙ୍ଗନ କରି ଗାଲ ଆଉଁସି ଦେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Advertisment
https://www.instagram.com/p/Bn-Wr2jjelE/?utm_source=ig_embed&utm_campaign=embed_video_watch_again
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
