Advertisment

ଗାଲ ଆଉଁସି ଜନ୍ମଦିନର ଭେଟି ଦେଲେ ଶାଶୂ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ କରିନା କପୁର ଖାନ୍‌ ପଟୌଦୀଙ୍କୁ ଜନ୍ମଦିନ ଭେଟି ମିଳିଛି। ମୁମ୍ବାଇସ୍ଥିତ ନିଜ ବାସଭାବନରେ କରିନାଙ୍କ ବାପା ରଣଧୀର କପୁର ଓ ମା’ ବବିତାଙ୍କ ଉପସ୍ଥିତିରେ ଜନ୍ମଦିନ ପାଳିଛନ୍ତି। ଏହି ସେଲିବ୍ରେଟି ବର୍ଥଡେର ଅନେକ ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଥିବା ବେଳେ ସବୁଠାରୁ ଅଧିକ ଭାଇରାଲ ହୋଇଛି ଜୁଆଁଇ ପୁଅ ସୈଫଙ୍କ ଭିଡିଓ। ଜନ୍ମଦିନ ଉତ୍ସବ ସରିବା ପରେ ଶ୍ୱଶୂର ଘର ଲୋକଙ୍କ ପାଖରୁ ଢେର ସାର ଭଲ ପାଇବା […]

ଗାଲ ଆଉଁସି ଜନ୍ମଦିନର ଭେଟି ଦେଲେ ଶାଶୂ

B788

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ କରିନା କପୁର ଖାନ୍‌ ପଟୌଦୀଙ୍କୁ ଜନ୍ମଦିନ ଭେଟି ମିଳିଛି। ମୁମ୍ବାଇସ୍ଥିତ ନିଜ ବାସଭାବନରେ କରିନାଙ୍କ ବାପା ରଣଧୀର କପୁର ଓ ମା’ ବବିତାଙ୍କ ଉପସ୍ଥିତିରେ ଜନ୍ମଦିନ ପାଳିଛନ୍ତି।

Advertisment

ଏହି ସେଲିବ୍ରେଟି ବର୍ଥଡେର ଅନେକ ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଥିବା ବେଳେ ସବୁଠାରୁ ଅଧିକ ଭାଇରାଲ ହୋଇଛି ଜୁଆଁଇ ପୁଅ ସୈଫଙ୍କ ଭିଡିଓ।

ଜନ୍ମଦିନ ଉତ୍ସବ ସରିବା ପରେ ଶ୍ୱଶୂର ଘର ଲୋକଙ୍କ ପାଖରୁ ଢେର ସାର ଭଲ ପାଇବା ସାଉଁଟିଛନ୍ତି ସୈଫ। ଶାଶୂ ଶ୍ୱଶୂରଙ୍କୁ ବାଟେଇବାକୁ ଆସିଥିବା ବେଳେ ନିଜ ପାରମ୍ପରିକ ଢଙ୍ଗରେ ଶ୍ୱଶୁର ରଣଧୀରଙ୍କୁ ସେ ସଲାମ୍‌ କରୁଥିବା ଦେଖିବାକୁ ମିଳିଛି। ସେହିପରି ଶଶୂ ବବିତା ତାଙ୍କୁ ଆଲିଙ୍ଗନ କରି ଗାଲ ଆଉଁସି ଦେଉଥିବା ଦେଖିବାକୁ ମିଳିଛି।  ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

https://www.instagram.com/p/Bn-Wr2jjelE/?utm_source=ig_embed&utm_campaign=embed_video_watch_again

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe