ମୃଣାଳଙ୍କୁ ମିଳିଲା ବଡ଼ ଅଫର୍

ମୁମ୍ୱାଇ : ଚଳିତ ବର୍ଷଟି ବଲିଉଡ୍‌ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଖୁବ୍‌ ଲକି ସାବ୍ୟସ୍ତ ହୋଇଛି। ‘ସୁପର୍‌ ୩୦’ ଓ ‘ବାଟ୍‌ଲା ହାଉସ୍’ ପରି ଦୁଇଟି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ଏହି ଦୁଇ ଫିଲ୍ମରେ ସୁପର୍‌ଷ୍ଟାର୍‌ ହ୍ରିତ୍ରିକ୍ ରୋଶନ ଓ ଜନ୍‌ ଅବ୍ରାହମ୍‌ଙ୍କ ସହିତ ଅଭିନୟ କରିବା ପରେ ମୃଣାଳ ଏବେ ଫର୍‌ହାନ୍‌ ଅ‌ଖ୍‌ତର୍‌ଙ୍କ ସହିତ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ଫର୍‌ହାନ୍‌ଙ୍କ […]

mmm

mmm

Puspanjali Panda
  • Published: Saturday, 05 October 2019
  • Updated: 05 October 2019, 01:48 PM IST

Sports

Latest News

ମୁମ୍ୱାଇ : ଚଳିତ ବର୍ଷଟି ବଲିଉଡ୍‌ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଖୁବ୍‌ ଲକି ସାବ୍ୟସ୍ତ ହୋଇଛି। ‘ସୁପର୍‌ ୩୦’ ଓ ‘ବାଟ୍‌ଲା ହାଉସ୍’ ପରି ଦୁଇଟି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି।

ଏହି ଦୁଇ ଫିଲ୍ମରେ ସୁପର୍‌ଷ୍ଟାର୍‌ ହ୍ରିତ୍ରିକ୍ ରୋଶନ ଓ ଜନ୍‌ ଅବ୍ରାହମ୍‌ଙ୍କ ସହିତ ଅଭିନୟ କରିବା ପରେ ମୃଣାଳ ଏବେ ଫର୍‌ହାନ୍‌ ଅ‌ଖ୍‌ତର୍‌ଙ୍କ ସହିତ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ଫର୍‌ହାନ୍‌ଙ୍କ ଫିଲ୍ମ ‘ତୁଫାନ୍‌’ରେ ତାଙ୍କୁ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଛି।

https://www.instagram.com/p/B3BinLpHQzQ/?utm_source=ig_web_copy_link

ଏହି ଫିଲ୍ମରେ ଫର୍‌ହାନ୍‌ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି। ୟା ଭିତରେ ଫିଲ୍ମର ଫାଷ୍ଟ୍‌ ଲୁକ୍‌ ବି ରିଲିଜ୍‌ ହୋଇସାରିଛି। ଏଥିରେ ଫରହାନ୍‌ଙ୍କୁ ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି। ରାକେଶ ଓମ୍‌ ପ୍ରକାଶ ମେହରା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ମୃଣାଳଙ୍କ ସହିତ ପରେଶ ରାୱଲ୍‌, ଈଶା ତଲୱାର ଓ ସୁପ୍ରିୟା ପାଠକ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ।

https://www.instagram.com/p/B1vWG_PHo_A/?utm_source=ig_web_copy_link

ମୃଣାଳ ଟିଭି ଇଣ୍ଡଷ୍ଟ୍ରୀରୁ ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’ରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା। ଫିଲ୍ମ ‘ଲଭ୍‌ ସୋନିଆ’ରୁ ସେ ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ଲଭ୍‌ ସୋନିଆ’ ଫିଲ୍ମରେ ଡେବ୍ୟୁ କରିବା ପରେ ଅନେକ ଲୋକ ତାଙ୍କୁ ପାଗଳ ବୋଲି କହିଥିଲେ। ସେହିପରି ଅନ୍ୟ କିଛି ତାଙ୍କୁ ରୋମାଣ୍ଟିକ୍‌ ଗ୍ଲାମରସ୍‌ ଫିଲ୍ମରେ କ୍ୟାରିୟର୍‌ ଆରମ୍ଭ କରିବା ପାଇଁ ଉପଦେଶ ଦେଇଥିଲେ। କିନ୍ତୁ ‘ସୁପର ୩୦’ ଓ ‘ବାଟ୍‌ଲା ହାଉସ୍’ ପରି ଫିଲ୍ମରେ ଅଭିନୟ କରିବା ପରେ ଲୋକ ତାଙ୍କୁ ଚିହ୍ନିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story