ଅଦ୍ୟତନ ହୋଇଛି
MS-Dhoni-The-Untold-Story
Advertisment
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ସଫଳ ଅଧିନାୟକ ଏମ୍.ଏସ୍. ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମ୍ଏସ୍ ଧୋନି-ଅନ୍ଟୋଲ୍ଡ ଷ୍ଟୋରୀ’ର ନୂଆ ଗୀତ ‘କୌନ୍ ତୁଝେ...’ ରିଲିଜ୍ ହୋଇଛି। ଏହି ଗୀତ ବହୁ ରୋମାଣ୍ଟିକ୍ ହୋଇଛି। ଗୀତରେ ଧୋନିଙ୍କ ପ୍ରଥମ ପ୍ରେମିକା ପ୍ରିୟଙ୍କା ଝାଙ୍କ ସହିତ ଥିବା ପ୍ରେମ ସଂପର୍କକୁ ଦେଖାଯାଇଛି।
Advertisment
ଧୋନିଙ୍କ ପ୍ରଥମ ପ୍ରେମିକା ପ୍ରିୟଙ୍କା ଏବେ ଆଉ ଦୁନିଆରେ ନାହାନ୍ତି। ୨୦୦୨ରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେତେ ବେଳକୁ ଧୋନିଙ୍କ କ୍ରିକେଟ୍ ଜୀବନ ଆରମ୍ଭ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/08/MS-Dhoni-The-Untold-Story.jpg)