/odisha-reporter/media/post_attachments/uploads/2016/09/ram.jpg)
ram
ମୁମ୍ବାଇ: ରାମ ରହୀମ ସିଂହଙ୍କ ଆଗାମୀ ଫିଲ୍ମ ‘ଏମ୍ଏସଜି ଦ ୱାରିୟର ଲାୟନ ହାର୍ଟ’ ଟ୍ରେଲର ରିଲିଜ୍ ହୋଇଛି। ହରିୟାଣାର ମାହି ସିନେମା ହଲରେ ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍ କରାଯାଇଛି।
Advertisment
ଆମେରିକାରେ ରହୁଥିବା ଭାରତୀୟ ନାଗରିକ ସୁଖବନ୍ତ ସିଂହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ଫିଲ୍ମର କାହାଣୀ ମଧ୍ୟ ସେ ଲେଖିଛନ୍ତି। ଏହି ଫିଲ୍ମରେ ରାମ ରହୀମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ ପୁନମ ଧିଲୋନ ମଧ୍ୟ ନଜର ଆସିବେ।
ମିଳିଥିବା ଖବର ଅନୁସାରେ ଏହି ଫିଲ୍ମରେ ରାମ ରହୀମ ତିନୋଟି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
