Advertisment

ବଲିଉଡ୍‌ ଫିଲ୍ମ ‘ଏମ୍‌ଏସଜି ଦ ୱାରିୟର ଲାୟନ ହାର୍ଟ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ରାମ ରହୀମ ସିଂହଙ୍କ ଆଗାମୀ ଫିଲ୍ମ ‘ଏମ୍‌ଏସଜି ଦ ୱାରିୟର ଲାୟନ ହାର୍ଟ’ ଟ୍ରେଲର ରିଲିଜ୍ ହୋଇଛି। ହରିୟାଣାର ମାହି ସିନେମା ହଲରେ ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍‌ କରାଯାଇଛି। ଆମେରିକାରେ ରହୁଥିବା ଭାରତୀୟ ନାଗରିକ ସୁଖବନ୍ତ ସିଂହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ  ଫିଲ୍ମର କାହାଣୀ ମଧ୍ୟ ସେ ଲେଖିଛନ୍ତି। ଏହି  ଫିଲ୍ମରେ ରାମ ରହୀମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ ପୁନମ ଧିଲୋନ […]

ଅଦ୍ୟତନ ହୋଇଛି
ବଲିଉଡ୍‌ ଫିଲ୍ମ ‘ଏମ୍‌ଏସଜି ଦ ୱାରିୟର ଲାୟନ ହାର୍ଟ’ର ଟ୍ରେଲର ରିଲିଜ୍

ram

Advertisment

ମୁମ୍ବାଇ: ରାମ ରହୀମ ସିଂହଙ୍କ ଆଗାମୀ ଫିଲ୍ମ ‘ଏମ୍‌ଏସଜି ଦ ୱାରିୟର ଲାୟନ ହାର୍ଟ’ ଟ୍ରେଲର ରିଲିଜ୍ ହୋଇଛି। ହରିୟାଣାର ମାହି ସିନେମା ହଲରେ ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍‌ କରାଯାଇଛି।

Advertisment

ଆମେରିକାରେ ରହୁଥିବା ଭାରତୀୟ ନାଗରିକ ସୁଖବନ୍ତ ସିଂହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ  ଫିଲ୍ମର କାହାଣୀ ମଧ୍ୟ ସେ ଲେଖିଛନ୍ତି। ଏହି  ଫିଲ୍ମରେ ରାମ ରହୀମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ ପୁନମ ଧିଲୋନ ମଧ୍ୟ ନଜର ଆସିବେ।

ମିଳିଥିବା ଖବର ଅନୁସାରେ ଏହି ଫିଲ୍ମରେ ରାମ ରହୀମ ତିନୋଟି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe