Advertisment

‘ମୁଁ ଯାହା ଫିଲ୍ କରୁଛି, ତୋର କି ସେ ଫିଲ୍ ହଉଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ‘ଏଇ ଏବେ ଏବେ ପବନଟା ପର୍ଫ୍ୟୁମ୍‌ ବାସୁଛି। ଏଇ ଏବେ ଏବେ ମୌସମ୍‌ ମନସୁନ୍‌ ମନସୁନ୍‌ ଲାଗୁଛି। ଯେତିକି ଯେତିକି ଦୂରକୁ ଯାଉଛି ସେତିକି ସେତିକି ପାଖରେ ପାଉଛି। ଏମିତି କାହିଁକି ଲାଗୁଛି। ମୁଁ ଯାହା ଫିଲ୍ କରୁଛି, ତୋର କି ସେ ଫିଲ୍ ହଉଛି।’ ତରଙ୍ଗ ସିନେ ପ୍ରଡକ୍ସନ  ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ର ଏ ହେଉଛି ଏକ ସୁନ୍ଦର ରୋମାଣ୍ଟିକ୍‌ ଟ୍ରାକ୍‌। ଏଥିରେ ଭୂମିକା […]

author-image
Biswobandita Swain
‘ମୁଁ ଯାହା ଫିଲ୍ କରୁଛି, ତୋର କି ସେ ଫିଲ୍ ହଉଛି’

m

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ‘ଏଇ ଏବେ ଏବେ ପବନଟା ପର୍ଫ୍ୟୁମ୍‌ ବାସୁଛି। ଏଇ ଏବେ ଏବେ ମୌସମ୍‌ ମନସୁନ୍‌ ମନସୁନ୍‌ ଲାଗୁଛି। ଯେତିକି ଯେତିକି ଦୂରକୁ ଯାଉଛି ସେତିକି ସେତିକି ପାଖରେ ପାଉଛି। ଏମିତି କାହିଁକି ଲାଗୁଛି। ମୁଁ ଯାହା ଫିଲ୍ କରୁଛି, ତୋର କି ସେ ଫିଲ୍ ହଉଛି।’

Advertisment

ତରଙ୍ଗ ସିନେ ପ୍ରଡକ୍ସନ  ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ର ଏ ହେଉଛି ଏକ ସୁନ୍ଦର ରୋମାଣ୍ଟିକ୍‌ ଟ୍ରାକ୍‌। ଏଥିରେ ଭୂମିକା ଏବଂ ସ୍ୱରାଜଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି।

ଗୀତଟିକୁ ଗାଇଛନ୍ତି ହ୍ୟୁମାନ୍‌ ସାଗର ଏବଂ ଦୀପ୍ତିରେଖା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

Advertisment

ଗୀତଟି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଶୁଟ୍‌ କରାଯାଇଛି। ୟୁଟ୍ୟୁବ୍‌ରେ ଶେଆର ହେବାର ୨୪ଘଣ୍ଟା ମଧ୍ୟରେ  ୫ଲକ୍ଷରୁ ଅଧିକ ଲୋକ  ଏହି ଗୀତଟି  ଦେଖିସାରିଲେଣି।