ସୈଫଙ୍କ ଉପରେ ରାଗିଗଲେ ଶକ୍ତିମାନ

ମୁମ୍ବାଇ: ରାଗିଗଲେ ମହାଭାରତର ଭୀଷ୍ମ। ରାଗରେ ପଞ୍ଚମ ହୋଇଗଲେ ଶକ୍ତିମାନ ଫେମ ଅଭିନେତା ମୁକେଶ ଖନ୍ନା। ଛୋଟେ ନୱାବ ସୈଫ ଅଲ୍ଲି ଖାନକୁ କଲେ ଟାର୍ଗେଟ । ନିକଟରେ ଫିଲ୍ମ ‘ଆଦିପୁରୁଷ’ରେ ନିଜର ରାବଣ ଭୂମିକାକୁ ନେଇ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ମୁକେଶ ଖନ୍ନା, ସୈଫଙ୍କୁ କଡା ସମାଲୋଚନା କରିଛନ୍ତି । ସୈଫ ସୋଶାଲ ମିଡିଆରେ କ୍ଷମା ମାଗିବା ସେତ୍ତ୍ୱ ତାଙ୍କୁ କ୍ଷମା କରିନାହାନ୍ତି ମୁକେଶ। ମୁକେଶ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏଭ ଭିଡିଓ […]

saif-mukesh

saif-mukesh

Madhupriya Mistry
  • Published: Wednesday, 09 December 2020
  • Updated: 09 December 2020, 10:41 AM IST

Sports

Latest News

ମୁମ୍ବାଇ: ରାଗିଗଲେ ମହାଭାରତର ଭୀଷ୍ମ। ରାଗରେ ପଞ୍ଚମ ହୋଇଗଲେ ଶକ୍ତିମାନ ଫେମ ଅଭିନେତା ମୁକେଶ ଖନ୍ନା। ଛୋଟେ ନୱାବ ସୈଫ ଅଲ୍ଲି ଖାନକୁ କଲେ ଟାର୍ଗେଟ । ନିକଟରେ ଫିଲ୍ମ ‘ଆଦିପୁରୁଷ’ରେ ନିଜର ରାବଣ ଭୂମିକାକୁ ନେଇ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ମୁକେଶ ଖନ୍ନା, ସୈଫଙ୍କୁ କଡା ସମାଲୋଚନା କରିଛନ୍ତି । ସୈଫ ସୋଶାଲ ମିଡିଆରେ କ୍ଷମା ମାଗିବା ସେତ୍ତ୍ୱ ତାଙ୍କୁ କ୍ଷମା କରିନାହାନ୍ତି ମୁକେଶ।

ମୁକେଶ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏଭ ଭିଡିଓ ଜାରି କରି ସୈଫଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ଏଥିସହ କୌଣସି ବି ଧାର୍ମିକ ଚରିତ୍ରକୁ ନେଇ ବିବାଦୀୟ କରିବା ଉଚିତ ନୁହେଁ, ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏବେବି ଅନେକ ଫିଲ୍ମଷ୍ଟାର୍ସ ଜାଣତରେ ହେଉ ଅବା ଅଜାଣତରେ ସନାତନ ଧର୍ମ ଏବଂ ଧାର୍ମିକ ଚରିତ୍ରକୁ ନେଇ ଟାର୍ଗେଟ କରୁଛନ୍ତି ।

ଦେଶର କୋଟି କୋଟି ଜନତାଙ୍କ ଆସ୍ଥା ସହ ସେମାନେ ଖେଳୁଛନ୍ତି । ସାହସ ଅଛି ଯଦି ଅନ୍ୟ ଧର୍ମର ଚରିତ୍ରକୁ ନେଇ ଇଙ୍ଗିତ କର ବୋଲି ସେ ସୈଫଙ୍କୁ କଡା ଭାଷାରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କହିବା ପୂର୍ବରୁ ଭାବି ନେବା ଉଚିତ । ଆପଣଙ୍କ କ୍ଷମା ମାଗିବା ଆମକୁ ମଞ୍ଜୁର ନାହିଁ ।

ସୂଚନା ଯୋଗ୍ୟ ଯେ, ନିକଟରେ ସୈଫ ଅଲ୍ଲି ଖାନ ଏକ ସାକ୍ଷାତକାରରେ ନିଜର ରାବଣ ଭୂମିକାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଫିଲ୍ମ ‘ଆଦିପୁରୁଷ’ରେ ରାବଣର ଭୂମିକା ଅତ୍ୟନ୍ତ ଦାୟାଳୁ ରହିଛି ଏବଂ ସୀତ ହରଣକୁ ନାୟୋଚିତ ଦର୍ଶଯାଇଛି । ସୈଫଙ୍କ ଏହି ବୟାନକୁ ନେଇ ବିବାଦ ତେଜି ଥିଲା । ଟ୍ୱିଟରରେ ଫିଲ୍ମ ‘ଆଦିପୁରୁଷ’କୁ ବୟକଟ କରିବା ସହ ତାଙ୍କୁ ଫିଲ୍ମରୁ ହଟାଇବା ପାଇଁ ଦାବି ମଧ୍ୟ ଉଠିଥିଲା । ଏହାପରେ ସୈଫ ନିଜ ମନ୍ତବ୍ୟ ପାଇଁ ସମସ୍ତଙ୍କୁ କ୍ଷମା ମାଗିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story