/odisha-reporter/media/post_attachments/uploads/2015/05/untitled-14.jpg)
gabbar is back
ଭୁବନେଶ୍ୱର: ଆଜି ମୁକ୍ତିଲାଭ କରିଛି ଅକ୍ଷୟ କୁମାର ଅଭିନୀତ ଆକ୍ସନ ପ୍ୟାକ୍ଡ ଥ୍ରୀଲର ‘ ଗବ୍ବର ଇଜ୍ ବ୍ୟାକ’।ଏଥିରେ ଖିଲାଡି କୁମାର ଏସିଏଫ୍ ବା ଆଣ୍ଟି କରପସନ୍ ଫୋର୍ସର ନେତୃତ୍ୱ ନେଉଛନ୍ତି । ତାମିଲ ଫିଲ୍ମ ରାମନ୍ନାର ଏହା ରିମେକ ବୋଲି କୁହାଯାଉଛି। ଏହି ଫିଲ୍ମ ପୂର୍ବରୁ କନ୍ନଡ ଓ ତେଲୁଗୁରେ ବି ନିର୍ମିତ ହୋଇସାରିଛି। ଫିଲ୍ମର ନିର୍ଦେଶନା ଦେଇଛନ୍ତି କ୍ରିସ। ଅକ୍ଷୟଙ୍କ ସହିତ ଶ୍ରୁତି ହାସନ ଓ ସୋନୁ ସୁଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ୟୋ ୟୋ ହନି ସିଂ। ଫିଲ୍ମିରେ ଆକ୍ସନ ସାଙ୍ଗକୁ ରୋମାନ୍ସ ମଧ୍ୟ ରହିଛି। ଏହାର ଏକ ଗୀତରେ ‘ଶୋଲେ’ ଫିଲ୍ମର କିଛି ଚର୍ଚ୍ଚିତ ଡାଇଲଗକୁ ସ୍ଥାନ ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
