Advertisment

ସୁଶାନ୍ତଙ୍କ ପରିବାରକୁ ଭେଟିଲେ ନାନା ପାଟେକର

ମୁମ୍ବାଇ: ଜୁନ୍‌୧୪ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ହଠାତ୍ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି। ସୁଶାନ୍ତଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବଲିଉଡ୍‌ କଳାକାର ସୁଶାନ୍ତଙ୍କ ପରିବାରକୁ ଭେଟୁଛନ୍ତି। ସୁଶାନ୍ତଙ୍କ ରୁମର୍‌ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏବଂ କିର୍ତ୍ତୀ ସନନ୍ ସୁଶାନ୍ତଙ୍କ ପରିବାରକୁ ଭେଟିଥିଲେ। ଏବେ ବଲିଉଡ୍‌ ଅଭିନେତା ନାନା ପାଟେକର ସୁଶାନ୍ତଙ୍କ ପରିବାରକୁ ଭେଟିଛନ୍ତି। ଯାହାର […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ପରିବାରକୁ ଭେଟିଲେ ନାନା ପାଟେକର

sushant

Advertisment

ମୁମ୍ବାଇ: ଜୁନ୍‌୧୪ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ହଠାତ୍ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି। ସୁଶାନ୍ତଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବଲିଉଡ୍‌ କଳାକାର ସୁଶାନ୍ତଙ୍କ ପରିବାରକୁ ଭେଟୁଛନ୍ତି। ସୁଶାନ୍ତଙ୍କ ରୁମର୍‌ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏବଂ କିର୍ତ୍ତୀ ସନନ୍ ସୁଶାନ୍ତଙ୍କ ପରିବାରକୁ ଭେଟିଥିଲେ। ଏବେ ବଲିଉଡ୍‌ ଅଭିନେତା ନାନା ପାଟେକର ସୁଶାନ୍ତଙ୍କ ପରିବାରକୁ ଭେଟିଛନ୍ତି। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଏକ ଭିଡ଼ିଓରେ ଯାହା ଦେଖିବାକୁ ମିଳିଛି ନାନା ପାଟେକର କାର୍‌ରୁ ମାସ୍କ ଲଗାଇ ଓହ୍ଲାଉଛନ୍ତି ଏବଂ ସୁଶାନ୍ତଙ୍କ ବିହାର ସ୍ଥିତ ବାସଭବନରେ ପହଞ୍ଚୁଛନ୍ତି। କିଛି ଫଟୋ ମଧ୍ୟ ଭାଇରାଲ୍‌ ହେଉଛି ଯେଉଁଥିରେ ନାନା ପାଟେକରଙ୍କୁ ସୁଶାନ୍ତଙ୍କ ବାପା କେ କେ ସିଂହଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି।

https://www.instagram.com/p/CB-Z-s6pTrr/?utm_source=ig_web_copy_link

ଗତ କିଛି ଦିନ ତଳେ, ତେଜସ୍ୱୀ ଯାଦବ, ସୁଶୀଲ କୁମାର ମୋଦୀ, ରବି ଶଙ୍କର ପ୍ରସାଦ ଏବଂ ମନୋଜ ତିୱାରୀଙ୍କ ପରି ବହୁ ରାଜନେତା ମଧ୍ୟ ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ବଲିଉଡ ବ୍ୟତୀତ ପବନ ସିଂହ, ଖେସରୀ ଲାଲ ଯାଦବ, ରାକେଶ ମିଶ୍ର ଏବଂ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅକ୍ଷରା ସିଂ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।

Advertisment

ଆଗକୁ ସୁଶାନ୍ତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର 'ଦିଲ୍ ବେଚାରା' ୨୪ ଜୁଲାଇରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe