ନାତୁଣି ସହ ଜନ୍ମ ଦିନ କେକ୍ କାଟିଲେ ରିଷି କପୁର 

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଆଜି ତାଙ୍କ ୬୪ ତମ ଜନ୍ମଦିନ କେକ୍ ନାତୁଣି ସମାରାଙ୍କ ସହିତ କାଟିଛନ୍ତି। ଏହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରିଷି ବଲିଉଡ ସହ ଜଡିତ ଅଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ବହୁ ବନ୍ଧୁ, ସହଯୋଗୀ ଓ ଫ୍ୟାନ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘ବବି’, ‘ଖେଲ ଖେଲ ମେ’, ‘ପ୍ରେମ ରୋଗ’ ଓ ‘ହମ୍‌ କିସି ସେ କମ୍‌ ନେହିଁ’ ଭଳି ସୁରପହିଟ୍‌ ଫିଲ୍ମରେ ରିଷି କାମ କରିଛନ୍ତି।

ଆହୁରି ପଢ଼ନ୍ତୁ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ

‘ରିପବ୍ଲିକ୍ ଟିଭି’ ଏବଂ ‘ଟାଇମ୍ସ ନାଓ’ ବିରୋଧରେ ସୁପ୍ରିମକୋର୍ଟ ଗଲା ବଲିଉଡ୍

ଗତ ୪ ବର୍ଷ ହେଲା ଅବସାଦଗ୍ରସ୍ତ ଆମିରଙ୍କ ଝିଅ