ଅଦ୍ୟତନ ହୋଇଛି
risi-kapur
Advertisment
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ଆଜି ତାଙ୍କ ୬୪ ତମ ଜନ୍ମଦିନ କେକ୍ ନାତୁଣି ସମାରାଙ୍କ ସହିତ କାଟିଛନ୍ତି। ଏହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରିଷି ବଲିଉଡ ସହ ଜଡିତ ଅଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ବହୁ ବନ୍ଧୁ, ସହଯୋଗୀ ଓ ଫ୍ୟାନ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Advertisment
‘ବବି’, ‘ଖେଲ ଖେଲ ମେ’, ‘ପ୍ରେମ ରୋଗ’ ଓ ‘ହମ୍ କିସି ସେ କମ୍ ନେହିଁ’ ଭଳି ସୁରପହିଟ୍ ଫିଲ୍ମରେ ରିଷି କାମ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/risi-kapur.jpg)