ମୁମ୍ବାଇ: ବଲିଉଡ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଆସିଥିବା ଯୌତୁକ ନିର୍ଯାତନା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ନୱାଜୁଦ୍ଦିନ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ ଓଲଟା ନିଜ ପୈତୃକ ଘରୁ ତାଙ୍କ ସାନ ଭାଇଙ୍କ ପତ୍ନୀ ଆଫରିନ ଏବଂ ତାଙ୍କ କିଛି ବନ୍ଧୁବାନ୍ଧବଙ୍କ ବିରୋଧରେ ଗହଣା ଚୋରିର ଅଭିଯୋଗ ଆଣିଛନ୍ତି। ଆଫରିନଙ୍କ ଉପରେ ସେ କୌଣସି ପ୍ରକାର ନିର୍ଯାତନା କରିନାହାନ୍ତି ଏବଂ ତାର ପ୍ରମାଣ ସ୍ୱରୁପ ଘରର ସିସିଟିଭି ଫୁଟେଜକୁ ମିଡିଆକୁ ହସ୍ତାନ୍ତର କରିଛନ୍ତି।
ପୂର୍ବ ସୂଚନା ମୁତାବକ ଦିଲ୍ଲୀସ୍ଥିତ ଜାଫରାବାଦର ମେରାଜୁଦ୍ଦିନ ସିଦ୍ଦିକିଙ୍କ ଝିଅ ଆଫରିନ ଚଳିତ ବର୍ଷ ନୱାଜୁଦ୍ଦିନଙ୍କ ସାନ ଭାଇ ମିନାଜୁଦ୍ଦିନଙ୍କୁ ବିବାହ କରିଥିଲେ। ଅଧିକ ଯୌତୁକ ଦାବିରେ ତାଙ୍କ ସ୍ୱାମୀ ସମେତ ତିନି ଜଣ ଦେଢ଼ଶୁର ଏବଂ ଜଣେ ନଣନ୍ଦ ବିବାହ ପରଠାରୁ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆଣିଥିଲେ ଆଫରିନ। ଆଫରିନଙ୍କ କହିବା ମୁତାବକ ତାଙ୍କ ଦେଢ଼ସୁର ନୱାଜୁଦ୍ଦିନ ତାଙ୍କ ଗର୍ଭ ନଷ୍ଟ କରିବା ଉଦ୍ଦଶ୍ୟରେ ତାଙ୍କ ପେଟକୁ ଲାତ ମାରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।