Advertisment

ଯୌତୁକ ନିର୍ଯାତନା ଅଭିଯୋଗକୁ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଖଣ୍ଡନ

ମୁମ୍ବାଇ: ବଲିଉଡ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଆସିଥିବା ଯୌତୁକ ନିର୍ଯାତନା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ନୱାଜୁଦ୍ଦିନ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ ଓଲଟା ନିଜ ପୈତୃକ ଘରୁ ତାଙ୍କ ସାନ ଭାଇଙ୍କ ପତ୍ନୀ ଆଫରିନ ଏବଂ ତାଙ୍କ କିଛି ବନ୍ଧୁବାନ୍ଧବଙ୍କ ବିରୋଧରେ ଗହଣା ଚୋରିର ଅଭିଯୋଗ ଆଣିଛନ୍ତି। ଆଫରିନଙ୍କ ଉପରେ ସେ କୌଣସି ପ୍ରକାର ନିର୍ଯାତନା କରିନାହାନ୍ତି ଏବଂ ତାର ପ୍ରମାଣ ସ୍ୱରୁପ ଘରର ସିସିଟିଭି ଫୁଟେଜକୁ […]

ଅଦ୍ୟତନ ହୋଇଛି
ଯୌତୁକ ନିର୍ଯାତନା ଅଭିଯୋଗକୁ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଖଣ୍ଡନ

nawazuddin-siddiki

Advertisment

ମୁମ୍ବାଇ: ବଲିଉଡ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଆସିଥିବା ଯୌତୁକ ନିର୍ଯାତନା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ନୱାଜୁଦ୍ଦିନ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ ଓଲଟା ନିଜ ପୈତୃକ ଘରୁ ତାଙ୍କ ସାନ ଭାଇଙ୍କ ପତ୍ନୀ ଆଫରିନ ଏବଂ ତାଙ୍କ କିଛି ବନ୍ଧୁବାନ୍ଧବଙ୍କ ବିରୋଧରେ ଗହଣା ଚୋରିର ଅଭିଯୋଗ ଆଣିଛନ୍ତି। ଆଫରିନଙ୍କ ଉପରେ ସେ କୌଣସି ପ୍ରକାର ନିର୍ଯାତନା କରିନାହାନ୍ତି ଏବଂ ତାର ପ୍ରମାଣ ସ୍ୱରୁପ ଘରର ସିସିଟିଭି ଫୁଟେଜକୁ ମିଡିଆକୁ ହସ୍ତାନ୍ତର କରିଛନ୍ତି।

Advertisment

ପୂର୍ବ ସୂଚନା ମୁତାବକ ଦିଲ୍ଲୀସ୍ଥିତ ଜାଫରାବାଦର ମେରାଜୁଦ୍ଦିନ ସିଦ୍ଦିକିଙ୍କ ଝିଅ ଆଫରିନ ଚଳିତ ବର୍ଷ ନୱାଜୁଦ୍ଦିନଙ୍କ ସାନ ଭାଇ ମିନାଜୁଦ୍ଦିନଙ୍କୁ ବିବାହ କରିଥିଲେ। ଅଧିକ ଯୌତୁକ ଦାବିରେ ତାଙ୍କ ସ୍ୱାମୀ ସମେତ ତିନି ଜଣ ଦେଢ଼ଶୁର ଏବଂ ଜଣେ ନଣନ୍ଦ ବିବାହ ପରଠାରୁ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆଣିଥିଲେ ଆଫରିନ। ଆଫରିନଙ୍କ କହିବା ମୁତାବକ ତାଙ୍କ ଦେଢ଼ସୁର ନୱାଜୁଦ୍ଦିନ ତାଙ୍କ ଗର୍ଭ ନଷ୍ଟ କରିବା ଉଦ୍ଦଶ୍ୟରେ ତାଙ୍କ ପେଟକୁ ଲାତ ମାରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe