Advertisment

ନୱାଜୁଦ୍ଦିନଙ୍କ ମରୀଚ ଭୂମିକାକୁ ନେଇ ବିରୋଧ ଆଶଙ୍କାରେ ରାମଲୀଳା କାର୍ଯ୍ୟକ୍ରମ ବନ୍ଦ

ମୁମ୍ୱାଇ: ରାମଲୀଳା କାର୍ଯ୍ୟକ୍ରମରେ ଆଉ ଯୋଗ ଦେବେ ନାହିଁ ବଲିଉଡର ଖ୍ୟାତନାମା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ରାମଲୀଳାରେ ନୱାଜୁଦ୍ଦିନ ମାରୀଚ ଭୂମିକାରେ ଅଭିନୟ କରିବାର ଥିଲା। ଏହି ଅଭିନୟ ପାଇଁ ସେ ଖୁବ୍ ଅଭ୍ୟାସ ମଧ୍ୟ କରିଥିଲେ। କିନ୍ତୁ ହିନ୍ଦୁ ସଂଗଠନ ରାମଲୀଳାରେ ନୱାଜୁଦ୍ଦିନ କାମ କରିବାକୁ ନେଇ ବିରୋଧ କରିଛନ୍ତି। ଫଳରେ ନୱାଜଦ୍ଦିନ ଏହି କାର୍ଯ୍ୟକ୍ରମରୁ ବାଦ୍ ପଡିଛନ୍ତି। କାର୍ଯ୍ୟକ୍ରମରୁ ବାଦ୍‌ ପଡିବା ଖବର ପାଇ ନୱାଜୁଦ୍ଦିନ ଦୁଃଖ ପ୍ରକାଶ କରିଛନ୍ତି। ହିନ୍ଦୁ ସଂଗଠନଙ୍କ ବିରୋଧ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନୱାଜୁଦ୍ଦିନଙ୍କ ମରୀଚ ଭୂମିକାକୁ ନେଇ ବିରୋଧ ଆଶଙ୍କାରେ ରାମଲୀଳା କାର୍ଯ୍ୟକ୍ରମ ବନ୍ଦ

nawaz_s

ମୁମ୍ୱାଇ: ରାମଲୀଳା କାର୍ଯ୍ୟକ୍ରମରେ ଆଉ ଯୋଗ ଦେବେ ନାହିଁ ବଲିଉଡର ଖ୍ୟାତନାମା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ରାମଲୀଳାରେ ନୱାଜୁଦ୍ଦିନ ମାରୀଚ ଭୂମିକାରେ ଅଭିନୟ କରିବାର ଥିଲା। ଏହି ଅଭିନୟ ପାଇଁ ସେ ଖୁବ୍ ଅଭ୍ୟାସ ମଧ୍ୟ କରିଥିଲେ। କିନ୍ତୁ ହିନ୍ଦୁ ସଂଗଠନ ରାମଲୀଳାରେ ନୱାଜୁଦ୍ଦିନ କାମ କରିବାକୁ ନେଇ ବିରୋଧ କରିଛନ୍ତି। ଫଳରେ ନୱାଜଦ୍ଦିନ ଏହି କାର୍ଯ୍ୟକ୍ରମରୁ ବାଦ୍ ପଡିଛନ୍ତି।

Advertisment

କାର୍ଯ୍ୟକ୍ରମରୁ ବାଦ୍‌ ପଡିବା ଖବର ପାଇ ନୱାଜୁଦ୍ଦିନ ଦୁଃଖ ପ୍ରକାଶ କରିଛନ୍ତି। ହିନ୍ଦୁ ସଂଗଠନଙ୍କ ବିରୋଧ ପରେ କାର୍ଯ୍ୟକ୍ରମର ଆୟୋଜକ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି।