ମୁମ୍ବାଇ(ଓଡ଼ଶା ରିପୋର୍ଟର): ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ନିଜ ଉଭଣୀଙ୍କ ସହ ଫଟୋଟିଏ ଦେଇ ଏମିତି କିଛି ଲେଖିଛନ୍ତି, ଯାହାକୁ ପଢି ଆପଣଙ୍କ ମନକଷ୍ଟ ହେବ।
“ମୋ ଭଉଣୀଙ୍କୁ ଯେତେବେଳେ ୧୮ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ସ୍ତନକର୍କଟ ରୋଗରେ ପୀଡିତ। ୧୮ବର୍ଷ ବୟସରେ ଏହା ଆଡଭାନ୍ସ ଷ୍ଟେଜରେ ଥିଲା ବୋଲି ଜଣାପଡିଥିଲା । ତେବେ ତାଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁଁ ଅକ୍ଟୋବର ୧୩ତାରିଖରେ ସେ ୨୫ତମ ଜନ୍ମ ଦିନ ପାଳନ କରିପାରିଛନ୍ତି । ଆଜି ବି ସେ କ୍ୟାନସର ସହ ଲଢେଇ କରୁଛନ୍ତି। ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ତାଙ୍କ ଚିକିତ୍ସା କରୁଛନ୍ତି।”
ସୂଚନାଯୋଗ୍ୟ ଯେ, ନଓ୍ବାଜୁଦ୍ଦୀନ ବର୍ତ୍ତମାନ ଫିଲ୍ମ ‘ଠାକରେ’ ସୁଟିଂରେ ବ୍ୟସ୍ତ । ବାଲ୍ ଠାକରେଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମର ୨୦୧୭ ଡିସେମ୍ବରରେ ଟିଜର ରିଲିଜ ସରିଛି । ୨୦୧୯ ଜାନୁଆରୀ ୨୩ରେ ଫିଲ୍ମ ମୁକ୍ତି ଲାଭ କରିବ ।
https://www.instagram.com/p/Bo3aPimBTyR/?utm_source=ig_embed
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।