Advertisment

ନୱାଜଙ୍କ ଭଉଣୀଙ୍କୁ ବ୍ରେଷ୍ଟ କ୍ୟାନ୍‌ସର

ମୁମ୍ବାଇ(ଓଡ଼ଶା ରିପୋର୍ଟର): ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ନିଜ ଉଭଣୀଙ୍କ ସହ ଫଟୋଟିଏ ଦେଇ ଏମିତି କିଛି ଲେଖିଛନ୍ତି, ଯାହାକୁ ପଢି ଆପଣଙ୍କ ମନକଷ୍ଟ ହେବ। “ମୋ ଭଉଣୀଙ୍କୁ ଯେତେବେଳେ ୧୮ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ସ୍ତନକର୍କଟ  ରୋଗରେ ପୀଡିତ। ୧୮ବର୍ଷ ବୟସରେ ଏହା ଆଡଭାନ୍ସ  ଷ୍ଟେଜରେ ଥିଲା ବୋଲି ଜଣାପଡିଥିଲା । ତେବେ ତାଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁଁ ଅକ୍ଟୋବର ୧୩ତାରିଖରେ ସେ ୨୫ତମ ଜନ୍ମ ଦିନ […]

author-image
Mihir Pattnayak
ନୱାଜଙ୍କ ଭଉଣୀଙ୍କୁ ବ୍ରେଷ୍ଟ କ୍ୟାନ୍‌ସର

dd

ମୁମ୍ବାଇ(ଓଡ଼ଶା ରିପୋର୍ଟର): ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ନିଜ ଉଭଣୀଙ୍କ ସହ ଫଟୋଟିଏ ଦେଇ ଏମିତି କିଛି ଲେଖିଛନ୍ତି, ଯାହାକୁ ପଢି ଆପଣଙ୍କ ମନକଷ୍ଟ ହେବ।

Advertisment

“ମୋ ଭଉଣୀଙ୍କୁ ଯେତେବେଳେ ୧୮ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ସ୍ତନକର୍କଟ  ରୋଗରେ ପୀଡିତ। ୧୮ବର୍ଷ ବୟସରେ ଏହା ଆଡଭାନ୍ସ  ଷ୍ଟେଜରେ ଥିଲା ବୋଲି ଜଣାପଡିଥିଲା । ତେବେ ତାଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁଁ ଅକ୍ଟୋବର ୧୩ତାରିଖରେ ସେ ୨୫ତମ ଜନ୍ମ ଦିନ ପାଳନ କରିପାରିଛନ୍ତି । ଆଜି ବି ସେ କ୍ୟାନସର ସହ ଲଢେଇ କରୁଛନ୍ତି। ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ତାଙ୍କ ଚିକିତ୍ସା କରୁଛନ୍ତି।”

ସୂଚନାଯୋଗ୍ୟ ଯେ, ନଓ୍ବାଜୁଦ୍ଦୀନ ବର୍ତ୍ତମାନ ଫିଲ୍ମ ‘ଠାକରେ’ ସୁଟିଂରେ ବ୍ୟସ୍ତ । ବାଲ୍ ଠାକରେଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମର ୨୦୧୭ ଡିସେମ୍ବରରେ ଟିଜର ରିଲିଜ ସରିଛି । ୨୦୧୯ ଜାନୁଆରୀ ୨୩ରେ ଫିଲ୍ମ ମୁକ୍ତି ଲାଭ କରିବ ।

Advertisment

https://www.instagram.com/p/Bo3aPimBTyR/?utm_source=ig_embed