ନୀତୁଙ୍କ ଇମୋସନାଲ ପୋଷ୍ଟ

ମୁମ୍ବାଇ: ୭୦ ଦଶକର ସୁପରହିଟ୍ ବଲିଉଡ ଫିଲ୍ମ ‘ମେରା ନାମ ଜୋକର’କୁ ୫୦ ବର୍ଷ ପୂରିଛି । ଏହି ଫିଲ୍ମରୁ ଦିବଙ୍ଗତ ଅଭିନେତା ରିଷି କପୁର ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଏହି ସ୍ମୃତିରେ ପତ୍ନୀ ନୀତୁ କପୁର ଭାବବିହ୍ୱଳ ହୋଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ପୋଷ୍ଟ ଶେଆର କରିଛନ୍ତି। ଏଥିରେ ରିଷି ବଲିଉଡକୁ ଦେଇଥିବା କିଛି ସୁପରହିଟ ଫିଲ୍ମର ବିଭିନ୍ନ ସମୟର ଫଟୋ ରିହିଛି । ଏହି ଫଟୋକୁ ଶେଆର […]

neetu-kapoor

neetu-kapoor

Madhupriya Mistry
  • Published: Saturday, 19 December 2020
  • Updated: 19 December 2020, 09:14 AM IST

ମୁମ୍ବାଇ: ୭୦ ଦଶକର ସୁପରହିଟ୍ ବଲିଉଡ ଫିଲ୍ମ ‘ମେରା ନାମ ଜୋକର’କୁ ୫୦ ବର୍ଷ ପୂରିଛି । ଏହି ଫିଲ୍ମରୁ ଦିବଙ୍ଗତ ଅଭିନେତା ରିଷି କପୁର ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଏହି ସ୍ମୃତିରେ ପତ୍ନୀ ନୀତୁ କପୁର ଭାବବିହ୍ୱଳ ହୋଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ପୋଷ୍ଟ ଶେଆର କରିଛନ୍ତି।

ଏଥିରେ ରିଷି ବଲିଉଡକୁ ଦେଇଥିବା କିଛି ସୁପରହିଟ ଫିଲ୍ମର ବିଭିନ୍ନ ସମୟର ଫଟୋ ରିହିଛି । ଏହି ଫଟୋକୁ ଶେଆର କରି ନୀତୁ ଲେଖିଛନ୍ତି, ଫିଲ୍ମ ‘ମେରା ନାମ ଜୋକର’ ୧୯୭୦ ଡିସେମ୍ବର ୧୮ରେ ରିଲିଜ ହୋଇଥିଲା । ଯଦି ଆଜି ରିଷି ବଞ୍ଚିଥାନ୍ତେ ତେବେ ବଲିଉଡରେ ତାଙ୍କର ୫୦ ବର୍ଷ ପୂର୍ତ୍ତି ହୋଇଥା’ନ୍ତା। ନୀତୁଙ୍କ ଏହି ଭାବୁକ ଭରା ପୋଷ୍ଟରେ ବି-ଟାଉନର ଅନେକ ଷ୍ଟାରମାନ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଫିଲ୍ମ ‘ମେରା ନାମ ଜୋକର’ରୁ ବିଲିଉଡରେ ପାଦ ରଖିଥିବା ରିଷି କପୁରଙ୍କୁ ଏଥିରେ ଜଣେ ଶିଶୁ କଳାକାର ରୂପେ ଦେଖିବାକୁ ମିଳିଥିଲା । ତାଙ୍କ ବାପା ରାଜ କପୁରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି ହୋଇଥିଲା। ସେତେବେଳେ ବକ୍ସ ଅଫିସରେ ଫିଲ୍ମଟି ବ୍ଲକବଷ୍ଟର ହିଟ୍ ମଧ୍ୟ ହୋଇଥିଲା ।

୨୦୧୮ରେ ରିଷି କପୁର କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ସେ ନୀତୁଙ୍କ ସହ ମିଶି ନ୍ୟୁୟର୍କରେ ଚାଲିଯାଇଥିଲେ। ସେଠାରେ ଦୀର୍ଘ ଏକ ବର୍ଷ ଧରି ତାଙ୍କ ଚିକିତ୍ସା ଚାଲିଲା । ୨୦୧୯ରେ ସେ ମୁମ୍ବାଇ ଫେରିଥିଲେ ।  ପରେ ଏପ୍ରିଲ ୨୯ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରଦିନ ଅର୍ଥାତ ୨୦୨୦ ଏପ୍ରିଲ ୩୦ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story