ଇଣ୍ଡିଆନ୍‌ ଆଇଡଲ୍‌ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା

ମୁମ୍ବାଇ: ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌୧୧’ରେ ଜଜ୍‌ ସିଟ୍‌ରେ ବସିଥିବା ଗାୟିକା ନେହା କକ୍କର ଅନେକ ସମୟରେ ବିଭିନ୍ନ କଥାରେ ଭାବବିହ୍ୱଳ ହୋଇଯା’ନ୍ତି। ଶୋ’ର ଏହି ସିଜିନ୍‌ ସହିତ ପୂର୍ବ ସିଜିନ୍‌ ସେ ଅନେକ ଥର ଭାବବିହ୍ୱଳ ହେବା ଦର୍ଶକ ଦେଖିଛନ୍ତି। ଶୋ’ର ଚଳିତ ସିଜିନ୍‌ରେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ପାଞ୍ଚ-ଛଅ ବର୍ଷ ହେଲାଣି ଟଙ୍କା ନଥିବାରୁ ଦୀପାବଳିରେ ଘରକୁ ଯାଇ ନାହାନ୍ତି। ଏହା ଶୁଣିବା ପରେ ନେହା ତାଙ୍କୁ ୧ ଲକ୍ଷ ଟଙ୍କା […]

neha

neha

Chinmayee Roy
  • Published: Wednesday, 01 January 2020
  • Updated: 01 January 2020, 10:23 AM IST

Sports

Latest News

ମୁମ୍ବାଇ: ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌୧୧’ରେ ଜଜ୍‌ ସିଟ୍‌ରେ ବସିଥିବା ଗାୟିକା ନେହା କକ୍କର ଅନେକ ସମୟରେ ବିଭିନ୍ନ କଥାରେ ଭାବବିହ୍ୱଳ ହୋଇଯା’ନ୍ତି। ଶୋ’ର ଏହି ସିଜିନ୍‌ ସହିତ ପୂର୍ବ ସିଜିନ୍‌ ସେ ଅନେକ ଥର ଭାବବିହ୍ୱଳ ହେବା ଦର୍ଶକ ଦେଖିଛନ୍ତି। ଶୋ’ର ଚଳିତ ସିଜିନ୍‌ରେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ପାଞ୍ଚ-ଛଅ ବର୍ଷ ହେଲାଣି ଟଙ୍କା ନଥିବାରୁ ଦୀପାବଳିରେ ଘରକୁ ଯାଇ ନାହାନ୍ତି। ଏହା ଶୁଣିବା ପରେ ନେହା ତାଙ୍କୁ ୧ ଲକ୍ଷ ଟଙ୍କା ଦେଇ ଘରକୁ ପଠାଇଥିଲେ। ସେଥିପାଇଁ ସେ ସମସ୍ତଙ୍କ ମନ ଜିଣି ପାରିଥିଲେ। ଏବେ ପୁଣିଥରେ ନେହା ଏମିତି କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଶୋ’ର ଶୁଟିଂ ଚାଲିଥିବା ସମୟରେ ନେହା ଜଣେ ପ୍ରତିଯୋଗୀଙ୍କ କଥା ଶୁଣି ଏତେ ଭାବୁକ ହୋଇଯାଇଥିଲେ ଯେ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଶୋ'ର ପ୍ରତିଯୋଗୀ ସନି ହିନ୍ଦୁସ୍ତାନୀ ସଙ୍ଗୀତ ନିର୍ଦ୍ଦେଶକ ରୋଶନ୍‌ ଅଲ୍ଲୀଙ୍କ ସହ କାମ କରୁଥିଲେ। ତେବେ କିଛି ଦିନ ପରେ ଖରାପ ସ୍ୱାସ୍ଥ୍ୟ ଯୋଗୁ ତାଙ୍କୁ ଟିମ୍‌ରୁ ବାହାରିବାକୁ ପଡ଼ିଥିଲା। ଆଉ ତା’ପରଠୁ ସେ ସଂଘର୍ଷ କରୁଛନ୍ତି। ରୋଶନଙ୍କ ଏଭଳି କିଛି ଦୁଃଖଭରା କାହାଣୀ ଶୁଣିବା ପରେ ନେହା ଆଉ ନିଜକୁ ରୋକି ପାରି ନଥିଲେ। ସେ ସନିଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ।

ଏହାପରେ ଶୋ’ର ଅନ୍ୟତମ ଜଜ୍‌ ହିମେଶ ରେଶମିୟା ସନିଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ତୁମେ ସବୁ ରିଆଲିଟି ଶୋ’ର ପ୍ରତିଯୋଗୀମାନଙ୍କ ପାଇଁ ଉଦାହରଣ। ଯଦିଓ ତୁମେ କୌଣସି ପ୍ରଶିକ୍ଷଣ ନେଇନାହଁ ତଥାପି ଜଣେ ପେସାଦାର ଗାୟକ ଭଳି ଗାଉଛ। ଆଉ ସେଥିପାଇଁ ତୁମେ ପ୍ରଶଂସା ପାଇବାକୁ ହକ୍‌ଦାର୍‌।”  କେବଳ ଏତିକି ନୁହେଁ, ହିମେଶ ଷ୍ଟେଜ୍‌କୁ ଯାଇ ତାଙ୍କର ଅଟୋଗ୍ରାଫ୍‌ ମଧ୍ୟ ନେଇଥିଲେ। ଏହି ଶୋ’ ନେହା ଓ ହିମେଶଙ୍କ ସହ ବିଶାଲ୍‌ ଦଦ୍‌ଲାନୀ ମଧ୍ୟ ଜଜ୍‌ ସିଟ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story