Advertisment

ଆସିଲା ନେହାଙ୍କ ନୂଆ ମ୍ୟୁଜିକ୍ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟିକା ନେହା କକ୍କର ସବୁବେଳେ ନିଜ ମ୍ୟୁଜିକ୍ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ମ୍ୟୁଜିକ୍‌ ଭିଡିଓ ଆସିବା ମାତ୍ରେ ସୋଶାଲ୍ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗେ। ଏବେ ତାଙ୍କର ଏକ ନୂଆ ମ୍ୟୁଜିକ୍ ଭିଡିଓ ଆସିଛି। ଏହାର ନାଁ ହେଉଛି ‘ଜିନ୍‌କେ ଲିଏ’। ଏଥିରେ ପ୍ରେମ ଓ ପ୍ରତାରଣାର ଚିତ୍ର ରହିଛି। https://www.instagram.com/p/B-O9tuXDUzF/?utm_source=ig_web_copy_link ଏହି ମ୍ୟୁଜିକ୍ ଭିଡିଓରେ ନେହା କକ୍କରଙ୍କ ସହିତ ଜାନି ଅଛନ୍ତି। ଏଥିରେ ନେହା ଆତ୍ମହତ୍ୟା କରିଛନ୍ତି। […]

ଅଦ୍ୟତନ ହୋଇଛି
ଆସିଲା ନେହାଙ୍କ ନୂଆ ମ୍ୟୁଜିକ୍ ଭିଡିଓ

Neha Kakkar

Advertisment

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟିକା ନେହା କକ୍କର ସବୁବେଳେ ନିଜ ମ୍ୟୁଜିକ୍ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ମ୍ୟୁଜିକ୍‌ ଭିଡିଓ ଆସିବା ମାତ୍ରେ ସୋଶାଲ୍ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗେ। ଏବେ ତାଙ୍କର ଏକ ନୂଆ ମ୍ୟୁଜିକ୍ ଭିଡିଓ ଆସିଛି। ଏହାର ନାଁ ହେଉଛି 'ଜିନ୍‌କେ ଲିଏ'। ଏଥିରେ ପ୍ରେମ ଓ ପ୍ରତାରଣାର ଚିତ୍ର ରହିଛି।

Advertisment

https://www.instagram.com/p/B-O9tuXDUzF/?utm_source=ig_web_copy_link

ଏହି ମ୍ୟୁଜିକ୍ ଭିଡିଓରେ ନେହା କକ୍କରଙ୍କ ସହିତ ଜାନି ଅଛନ୍ତି। ଏଥିରେ ନେହା ଆତ୍ମହତ୍ୟା କରିଛନ୍ତି। ସେ ପ୍ରେମରେ ମିଳିଥିବା ପ୍ରତାରଣାକୁ ସହିପାରି ନାହାନ୍ତି ଏବଂ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହାର ଗୀତକୁ ଲୋକେ ପସନ୍ଦ କରୁଛନ୍ତି। ଏମିତିକି ନେହାଙ୍କ ଆତ୍ମହତ୍ୟା ଦୃଶ୍ୟ ଦେଖିବା ପରେ କିଛି ପ୍ରଶଂସକ କାନ୍ଦି ପକାଇଛନ୍ତି ।

ଏଥିରେ ଅଭିନୟ କରିବା ସହ ଗୀତଟିକୁ କମ୍ପୋଜ କରିଛନ୍ତି। ସେ ଏହାକୁ ଲେଖିଛନ୍ତି ମଧ୍ୟ। ଏହି ଗୀତ ହେଉଛି ଜାନିଙ୍କ ଆଲବମ୍ ‘ଜାନି ୱେ’ର ଦ୍ୱିତୀୟ ଗୀତ। ଏହି ଆଲବମରେ ୭ଟି ଗୀତ ରହିବ। ଆଲବମର ପ୍ରଥମ ଗୀତ ଥିଲା ଭିକି କୌଶଲ୍ ଓ ନୋରା ଫତେହିଙ୍କ ‘ପଚତାଓଗେ’। ଏହାକୁ ଅରିଜିତ୍ ସିଙ୍ଗ ଗାଇଥିଲେ। ଗୀତଟି ସୁପର ହିଟ୍ ହୋଇଥିଲା। ବହୁ ଦିନ ପର୍ଯ୍ୟନ୍ତ ଏହା ୟୁଟ୍ୟୁବ୍ ଟ୍ରେଣ୍ଡିଂରେ ରହିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe