Advertisment

ନେହା କରିବେ ସେଲିବ୍ରିଟିଙ୍କ ଅଜଣା କଥାର ଖୁଲାସା

ମୁମ୍ବାଇ: ବଲିଉଡ କଳାକାର ନେହା ଧୂପୀୟା ଖୁବଶୀଘ୍ର ଆସୁଛନ୍ତି ନିଜର ଏକ ଚ୍ୟାଟ୍ ଶୋ’ ‘ନୋ ଫିଲ୍ଟର ନେହା’ରେ। ଏହି ଶୋ ଟିଭିରେ ନୁହେଁ ସାୱନ (ଅଡିଓ ଏଣ୍ଟରଟେନମେଣ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ) ରେ ପ୍ରସାରିତ ହେବ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିଙ୍କ ଅଜଣା କଥାର ଖୁଲାସା ନେହା କରିବେ। ଶୋ’ ମାଧ୍ୟମରେ ନେହା ବଲିଉଡ ସେଲିବ୍ରିଟି ମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରିବା ସହ ସେମାନଙ୍କ ବିଷୟରେ ଥିବା ଅଜଣା ଓ ରୋମାଞ୍ଚକ ଘଟଣା ପଦାକୁ […]

ନେହା କରିବେ ସେଲିବ୍ରିଟିଙ୍କ ଅଜଣା କଥାର ଖୁଲାସା

neha-dhupia

Advertisment

ମୁମ୍ବାଇ: ବଲିଉଡ କଳାକାର ନେହା ଧୂପୀୟା ଖୁବଶୀଘ୍ର ଆସୁଛନ୍ତି ନିଜର ଏକ ଚ୍ୟାଟ୍ ଶୋ’ ‘ନୋ ଫିଲ୍ଟର ନେହା’ରେ। ଏହି ଶୋ ଟିଭିରେ ନୁହେଁ ସାୱନ (ଅଡିଓ ଏଣ୍ଟରଟେନମେଣ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ) ରେ ପ୍ରସାରିତ ହେବ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିଙ୍କ ଅଜଣା କଥାର ଖୁଲାସା ନେହା କରିବେ।

Advertisment

ଶୋ’ ମାଧ୍ୟମରେ ନେହା ବଲିଉଡ ସେଲିବ୍ରିଟି ମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରିବା ସହ ସେମାନଙ୍କ ବିଷୟରେ ଥିବା ଅଜଣା ଓ ରୋମାଞ୍ଚକ ଘଟଣା ପଦାକୁ ଆଣିବେ ବୋଲି ଏକ ଇଂରାଜୀ ୱେବ୍‌ସାଇଟ ସୂତ୍ରରୁ ଜଣାପଡିଛି।

ଖବର ମୁତାବକ ୧୦ ବର୍ଷ ପୂର୍ବରୁ ନେହା କହିଥିଲେ,“ବଲିଉଡରେ କେବଳ ଶାହାରୁଖ ଏବଂ ସେକ୍ସ ହିଁ ଚାଲେ।” ଏପରି ମନ୍ତବ୍ୟକୁ ନେଇ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ।

Advertisment

ଶୋ’ରେ ଆସି କରଣ ଜୋହର ନିଜର ବ୍ୟକ୍ତିଗତ ଜୀବନର ବହୁ କଥାର ଖୋଲାଖୋଲି ଆଲୋଚନା କରିଛନ୍ତି। କରଣ ନିଜର ପ୍ରଥମ ସେକ୍ସ ପରେ ସପିଂରେ ଯାଇଥିଲେ ବୋଲି କହିଛନ୍ତି। ନେହାଙ୍କ ପ୍ରତି ସେ କେବେ ଆକର୍ଷିତ ହୋଇ ନ ଥିବା କରଣ ଶୋ’ରେ କହିଛନ୍ତି। କରଣଙ୍କ ଏପରି କଥା ଶୁଣି ନେହା ହସିବା ସହ କହିଥିଲେ ‘କରଣଙ୍କୁ ବିବାହ ପାଇଁ ମୁଁ ତିନିଥର କହିଥିଲେ ମଧ୍ୟ ସେ ବିଭିନ୍ନ ବାହାନାରେ ମତେ ମନା କରିଥିଲେ। ଏଇ ବାହାନା ସେ ମଧ୍ୟରୁ ଗୋଟେ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe