ଏଥିପାଇଁ 'ବିଗ୍ ବସ୍‌’ରୁ ବାହାରିଲେ ନେହା

ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ ତଥା କଣ୍ଟ୍ରୋଭର୍ସିଆଲ୍‌ ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ର ଚତୁର୍ଥ ସପ୍ତାହ ୱିକେଣ୍ଡ୍‌ ୱାର୍‌ରେ ସେଲିବ୍ରିଟି ପ୍ରତିଯୋଗୀ ନେହା ପେଣ୍ଡ୍‌ସେଙ୍କୁ ବାହାର କରି ଦିଆଯାଇଛି। ନେହାଙ୍କ ସହ କରଣବୀର ବୋହରା ଓ ଶ୍ରୀସନ୍ଥ ମଧ୍ୟ ଶୋ’ରୁ ବାହାରିବାକୁ ବଛା ଯାଇଥିଲେ। ତେବେ ସପ୍ତାହ ମଝିରେ ଶ୍ରୀସନ୍ଥ ସିକ୍ରେଟ୍‌ ରୁମ୍‌କୁ ଚାଲି ଯାଇଥିବାବେଳେ କରଣବୀର ଓ ନେହାଙ୍କ ପାଇଁ ବିଗ୍‌ ବସ୍‌ ଭୋଟିଂ ଲାଇନ୍‌ ଖୋଲିଥିଲେ। ଏଥିରେ ନେହାଙ୍କୁ ହିଁ ‘ବିଗ୍‌ ବସ୍‌’ ଘର […]

neha

neha

Sangita Sahoo
  • Published: Monday, 15 October 2018
  • Updated: 15 October 2018, 04:57 PM IST

Sports

Latest News

ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ ତଥା କଣ୍ଟ୍ରୋଭର୍ସିଆଲ୍‌ ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ର ଚତୁର୍ଥ ସପ୍ତାହ ୱିକେଣ୍ଡ୍‌ ୱାର୍‌ରେ ସେଲିବ୍ରିଟି ପ୍ରତିଯୋଗୀ ନେହା ପେଣ୍ଡ୍‌ସେଙ୍କୁ ବାହାର କରି ଦିଆଯାଇଛି। ନେହାଙ୍କ ସହ କରଣବୀର ବୋହରା ଓ ଶ୍ରୀସନ୍ଥ ମଧ୍ୟ ଶୋ'ରୁ ବାହାରିବାକୁ ବଛା ଯାଇଥିଲେ। ତେବେ ସପ୍ତାହ ମଝିରେ ଶ୍ରୀସନ୍ଥ ସିକ୍ରେଟ୍‌ ରୁମ୍‌କୁ ଚାଲି ଯାଇଥିବାବେଳେ କରଣବୀର ଓ ନେହାଙ୍କ ପାଇଁ ବିଗ୍‌ ବସ୍‌ ଭୋଟିଂ ଲାଇନ୍‌ ଖୋଲିଥିଲେ। ଏଥିରେ ନେହାଙ୍କୁ ହିଁ 'ବିଗ୍‌ ବସ୍‌' ଘର ଛାଡ଼ିବାକୁ ପଡ଼ିଛି।

ତେବେ ସୂଚନା ମୁତାବକ, ନେହା ଶୋ’ରେ ସେତେ ଭଲ ପ୍ରଦର୍ଶନ କରୁ ନଥିଲେ। କୌଣସି ପ୍ରସଙ୍ଗକୁ ନେଇ ନିଜର ସ୍ୱତନ୍ତ୍ର ମତ ମଧ୍ୟ ରଖୁ ନଥିଲେ। ଏହା ଛଡ଼ା ତାଙ୍କୁ ଯେଉଁ କାମ ଦିଆଯାଉଥିଲା, ତାହାକୁ ସେ ଠିକ୍‌ରେ ସମ୍ପୂର୍ଣ୍ଣ ମଧ୍ୟ କରୁ ନଥିଲେ। ସବୁଠୁ ବଡ଼ କଥା ହେଉଛି, ସେ ଶୋ'ରେ ରହିବା ପାଇଁ ସପ୍ତାହକୁ ୨୦ଲକ୍ଷ ଟଙ୍କା ଡ଼ିମାଣ୍ଡ କରୁଥିଲେ। ଏଥିପାଇଁ ଶୋ’ର ନିର୍ମାତା ନେହାଙ୍କୁ ଶୋ’ରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି।

ଅନ୍ୟପକ୍ଷରେ ସିକ୍ରେଟ୍‌ ରୁମ୍‌ରେ ଥିବା ଶ୍ରୀସନ୍ଥ ଓ ଅନୁପ୍‌ ଜଲୋଟା  ପୁଣି ‘ବିଗ୍‌ ବସ୍‌’ ଘରକୁ ଫେରୁଛନ୍ତି।  ଏହା ଅନ୍ୟ ପ୍ରତିଯୋଗୀମାନଙ୍କ ପାଇଁ ବି ଖୁବ୍‌ ଆଶ୍ଚର୍ଯ୍ୟକର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story