ଭାଇରାଲ୍‌ ହେଉଛି ନେହାଙ୍କ ରିସେପ୍‌ସନ୍‌ ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜୀ ତଥା ‘ବିଗ୍‌ ବସ୍‌ ୧୨’ର ପ୍ରତିଯୋଗୀ ନେହା ପେଣ୍ଡସେ ଗତ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବାହାଘର, ସଙ୍ଗୀତ ଓ ମେହେନ୍ଦୀର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଆଉ ଏବେ ନେହାଙ୍କର ରିସେପସନ୍‌ର ଫଟୋ ବି ସାମ୍ନାକୁ ଆସିଯାଇଛି। ନେହା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏଗୁଡ଼ିକୁ ଶେଆର୍ କରିଛନ୍ତି। https://www.instagram.com/p/B7DawHSDnPA/?utm_source=ig_web_copy_link ରିସେପସନ୍‌ ପାର୍ଟିରେ ନେହା ଡିଜାଇନର୍‌ ସ୍ୱପ୍‌ନୀଲ୍‌ ଶିନ୍ଦେଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଇଲେକ୍ଟ୍ରିକ୍‌ ବ୍ଲୁ […]

neha

neha

Chinmayee Roy
  • Published: Sunday, 12 January 2020
  • Updated: 12 January 2020, 02:01 PM IST

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜୀ ତଥା ‘ବିଗ୍‌ ବସ୍‌ ୧୨’ର ପ୍ରତିଯୋଗୀ ନେହା ପେଣ୍ଡସେ ଗତ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବାହାଘର, ସଙ୍ଗୀତ ଓ ମେହେନ୍ଦୀର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଆଉ ଏବେ ନେହାଙ୍କର ରିସେପସନ୍‌ର ଫଟୋ ବି ସାମ୍ନାକୁ ଆସିଯାଇଛି। ନେହା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏଗୁଡ଼ିକୁ ଶେଆର୍ କରିଛନ୍ତି।

https://www.instagram.com/p/B7DawHSDnPA/?utm_source=ig_web_copy_link

ରିସେପସନ୍‌ ପାର୍ଟିରେ ନେହା ଡିଜାଇନର୍‌ ସ୍ୱପ୍‌ନୀଲ୍‌ ଶିନ୍ଦେଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଇଲେକ୍ଟ୍ରିକ୍‌ ବ୍ଲୁ ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ଏହି ଡ୍ରେସ୍‌ ସହ ତାଙ୍କର ମିଡିଲ୍‌ ପାର୍ଟେଡ୍‌ ବନ୍‌ ହେୟାରଷ୍ଟାଇଲ୍‌ ଓ ଡାଇମଣ୍ଡ ନେକ୍‌ଲେସ୍‌ ବେଶ୍ ସୁନ୍ଦର ଲାଗୁଛି। ପାର୍ଟିରେ ସେ ନିଜ ସ୍ୱାମୀ ଶାର୍ଦ୍ଦୁଲ୍‌ଙ୍କ ହାତ ଧରି ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ। ଫ୍ୟାନ୍‌ମାନଙ୍କୁ ନେହାଙ୍କର ଏହି ଫଟୋସବୁ ବେଶ୍‌ ଭଲଲାଗୁଛି। ନେହା ପୁଣେରେ ସମ୍ପୂର୍ଣ୍ଣ ମରାଠୀ ରୀତିନୀତିରେ ହୋଇଥିଲା, ଯେଉଁଥିରେ କେବଳ ସେମାନଙ୍କ ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ୍ ହୋଇଥିଲେ।

https://www.instagram.com/p/B6-AyZgjmpQ/?utm_source=ig_web_copy_link

ନିକଟରେ ନେହାଙ୍କ ସ୍ୱାମୀ ଶାର୍ଦ୍ଦୁଲ୍‌ ସିଂହ ବ୍ୟାଶଙ୍କ ବିଷୟରେ କିଛି ଅଧିକ କଥା ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ନେହା ହେଉଛନ୍ତି ଶାର୍ଦ୍ଦୁଲଙ୍କର ତୃତୀୟ ସ୍ତ୍ରୀ।  ଏଥିସହ ତାଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ନେହାଙ୍କୁ ଏସବୁ ବିଷୟରେ ପଚରାଗଲା ସେ କହିଥିଲେ ଯେ ତାଙ୍କୁ ଏସବୁ କଥା ଜଣା ଅଛି। ସେ ଶାର୍ଦ୍ଦୁଲଙ୍କ ବିଷୟରେ ସବୁ ଜାଣିବା ପରେ ହିଁ ବାହା ହୋଇଛନ୍ତି। ନେହା କହିଥିଲେ ଯେ ସେ ଜାଣିଛନ୍ତି ଯେ ଏହା ଶାର୍ଦ୍ଦୁଲଙ୍କ ତୃତୀୟ ବିବାହ ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଜଣାଇଦେବାକୁ ଚାହୁଁ ଯେ ନେହାଙ୍କ ସ୍ୱାମୀ ହେଉଛନ୍ତି ଜଣେ ବହୁତ ବଡ଼ ବିଜ୍‌ନେସ୍‌ ମ୍ୟାନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story