/odisha-reporter/media/post_attachments/uploads/2016/10/8558_Sonam.jpg)
Sonam Kapoor
ମୁମ୍ବାଇ: ଫିଲ୍ମ ପାର୍ଟିରେ ମିଛ ହସ ସହ ପହଁଞ୍ଚନ୍ତି କରଣ ଜୋହର। ଏକଥା ଆମେ ନୁହେଁ, କହିଛନ୍ତି ବଲିଉଡ ହିରୋଇନ ସୋନମ କପୁର। ନେହା ଧୂପିଆଙ୍କ ରେଡିଓ ଟକ ସୋ ‘ନୋ ଫିଲଟର୍ ନେହା’ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିନେତ୍ରୀ ସୋନମ ନିଜ ସାଙ୍ଗ କରଣ ଜୋହରଙ୍କ ମିଛ ହସ କଥା କହିଛନ୍ତି।
Advertisment
ସୋନମ କହିଛନ୍ତି କି, ଫିଲ୍ମ ପାର୍ଟିରେ କରଣ ମୁହଁରେ ଥାଏ ମିଛ ହସ। “ତୁମ୍ ତୋ ପାର୍ଟି କି ଜାନ୍ ହୋ, ଔର ଜା ରହି ହୋ’’ ଏପରି କଥା କହି ସବୁବେଳେ କରଣ ହସନ୍ତି। ‘ସୋ’ରେ ସୋନମ, ରଣବୀର କପୁରଙ୍କୁ ବେଷ୍ଟ ଗସିପ୍ ବୟ ଆୱାର୍ଡ ପାଇଁ ଚୟନ କରିଛନ୍ତି। ନେହାଙ୍କ ଏହି ଟକ୍ ସୋରେ ସୋନମ ହେଉଛନ୍ତି ଦ୍ୱିତୀୟ ଅତିଥି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
