ରିଲିଜ୍‌ ହେଲା ‘ଲୁକ୍କା-ଛୁପ୍ପି’

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେ’ରେ ରିଲିଜ ହୋଇଛି ବଲଉଡ୍‌ ଫିଲ୍ମ ‘ଲୁକ୍କା ଛୁପ୍ପି’। ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନୋନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ଏକ ଭିନ୍ନସ୍ୱାଦର ପ୍ରେମ କାହାଣୀ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ଲୁକ୍କା ଛୁପ୍ପି’। ଯାହାର ପ୍ରଯୋଜନା ଭାର ଦୀନେଶ ବିଜନ ତୁଲାଉଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର୍‌। ଫିଲ୍ମର ଲିଡ୍‌ ରୋଲ୍‌ରେ କାର୍ତ୍ତିକ ଓ କ୍ରିତି ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ପ୍ରମୁଖ […]

luka-chuppi

luka-chuppi

Biswobandita Swain
  • Published: Friday, 01 March 2019
  • Updated: 01 March 2019, 05:41 PM IST

Sports

Latest News

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେ'ରେ ରିଲିଜ ହୋଇଛି ବଲଉଡ୍‌ ଫିଲ୍ମ 'ଲୁକ୍କା ଛୁପ୍ପି'। ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନୋନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ଏକ ଭିନ୍ନସ୍ୱାଦର ପ୍ରେମ କାହାଣୀ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ଲୁକ୍କା ଛୁପ୍ପି’। ଯାହାର ପ୍ରଯୋଜନା ଭାର ଦୀନେଶ ବିଜନ ତୁଲାଉଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର୍‌। ଫିଲ୍ମର ଲିଡ୍‌ ରୋଲ୍‌ରେ କାର୍ତ୍ତିକ ଓ କ୍ରିତି ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ  ଅଛନ୍ତି ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ, ଅତୁଲ ଶ୍ରୀବାସ୍ତବ, ବିନୟ ପାଠକ, ଅରୁଣ ସିଂ ପ୍ରମୁଖ । 'ଲୁକ୍କା ଛୁପ୍ପି'ରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଜଣେ ଟେଲିଭିଜନ ରିପୋର୍ଟର ଭୂମିକାରେ ଦେଖିବାକୁ ମିଳିବ। ସେମିତି କିର୍ତ୍ତିଙ୍କ ଅଫ୍‌ବିଟ୍‌ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର କାହାଣୀ ଅନୁଯାୟୀ କାର୍ତ୍ତିକ ଓ କ୍ରିତିଙ୍କ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହୁଛନ୍ତି ଏବଂ ଏହାପରେ କେମିତି ତାଙ୍କ ପରିବାର ଲୋକେ ସେମାନଙ୍କୁ ଜବରଦସ୍ତ ବିବାହ କରାଇବାକୁ ଯାଉଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ।

ଫିଲ୍ମଟି ମଥୁରାରେ ଶୁଟିଂ ହୋଇଥିବା ବେଳେ ଏହି ଫିଲ୍ମ ମାଧ୍ୟମରେ ଲକ୍ଷ୍ମଣ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଛନ୍ତି। ଆଜି ସମଗ୍ର ଭାରତରେ ଫିଲ୍ମଟି ରିଲିଜ ହେଉଥିବା ବେଳେ ଏହାକୁ ପାକିସ୍ତାନରେ ରିଲିଜ ନ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story