/odisha-reporter/media/post_attachments/uploads/2019/02/1-ek.jpg)
1-ek
ମୁମ୍ବାଇ: ଆଜି ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ଫିଲ୍ମ ‘ଏକ୍ ଲଡକି କୋ ଦେଖା ତୋ ଐସା ଲଗା’। ଫିଲ୍ମର ନିର୍ଦ୍ଦେଶନା ଷ୍ଟାଲି ଚୌପଡା ଧର୍ କରିଛନ୍ତି। ଏହି ଫିଲ୍ମରେ ଅନୀଲ କପୁର, ରାଜ କୁମାର ରାଓ ଓ ଜୁହୀ ଚାୱଲା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୋଶାଲ୍ ମିଡିଆରେ ଫିଲ୍ମକୁ ଭଲ ରେସପନ୍ସ ମିଳିଛି। ଚଳଚ୍ଚିତ୍ର ଦେଖିବା ପରେ ଦର୍ଶକ ସୋନମ୍ଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରିଛନ୍ତି ।
Advertisment
ତେବେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅସଲ ଜୀବନରେ ଏହି ପିତା-ପୁତ୍ରୀଙ୍କ ଯୋଡି ପରଦାରେ ଦେଖିବାକୁ ମିଳିଛି। ସେହି ସମୟରେ ରାଜ କୁମାର ଏଥିରେ ସୋନମ୍ଙ୍କ ପ୍ରେମିକ ଭୂମିକାରେ ଅଛନ୍ତି । ଏହା ପୂର୍ବରୁ ବୁଧବାର ରାତିରେ ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଏଥିରେ ବଲିଉଡର ସମସ୍ତ ଷ୍ଟାର୍ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
