Advertisment

ନୂଆ ଓଡ଼ିଆ ଫିଲ୍ମ ‘ବାଏ ବାଏ ଦୁବାଇ’ର ଅଡ଼ିଓ ରିଲିଜ୍

ଭୁବନେଶ୍ୱର: ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ଓଡ଼ିଆ ଫିଲ୍ମ ‘ବାଏ ବାଏ ଦୁବାଇ’ର ଅଡ଼ିଓ ରିଲିଜ୍ ହୋଇଛି। ଦୁବାଇରେ ବସବାସ କରୁଥିବା ଲୋକଙ୍କ ଲାଇଫ ଷ୍ଟାଇଲକୁ ନେଇ ନିର୍ମିତ ଏହି ଫିଲ୍ମ। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି, ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ ଏବଂ ପପୁ ପମ୍‌ପମ୍‌। ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ମହାନ୍ତି। କାଷ୍ଟିଂକାଉଚ ଅଭିଯୋଗରେ ଫସିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଜେଲରୁ ଫେରିବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ‘ବାଏ ବାଏ ଦୁବାଇ’ […]

ନୂଆ ଓଡ଼ିଆ ଫିଲ୍ମ ‘ବାଏ ବାଏ ଦୁବାଇ’ର ଅଡ଼ିଓ ରିଲିଜ୍

by by dubai

Advertisment

ଭୁବନେଶ୍ୱର: ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ଓଡ଼ିଆ ଫିଲ୍ମ ‘ବାଏ ବାଏ ଦୁବାଇ’ର ଅଡ଼ିଓ ରିଲିଜ୍ ହୋଇଛି। ଦୁବାଇରେ ବସବାସ କରୁଥିବା ଲୋକଙ୍କ ଲାଇଫ ଷ୍ଟାଇଲକୁ ନେଇ ନିର୍ମିତ ଏହି ଫିଲ୍ମ। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି, ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ ଏବଂ ପପୁ ପମ୍‌ପମ୍‌। ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ମହାନ୍ତି।

Advertisment

କାଷ୍ଟିଂକାଉଚ ଅଭିଯୋଗରେ ଫସିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଜେଲରୁ ଫେରିବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ‘ବାଏ ବାଏ ଦୁବାଇ’ ନାମକ ନୂଆ ଓଡ଼ିଆ ଫିଲ୍ମ ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ  ଯୋଗଦେଇ ପୁଣି ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ ପପୁ।

ଆସନ୍ତା ୨ରେ ରିଲିଜ୍‌ ହେବ ନୂଆ ଫିଲ୍ମ‘ବାଏ ବାଏ ଦୁବାଇ’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe