ସମୁଦ୍ର କୂଳରେ ବାଲିରେ ଖେଳୁଛନ୍ତି ନାଗୁଣୀ

ନୂଆଦିଲ୍ଲୀ: ଟିଭି ଦୁନିଆର ଖୁବ୍ ଲୋକପ୍ରିୟ ନାଁ ହେଲା ନିୟା ଶର୍ମା। ସେ ନିଜ ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଉଭୟ ରିଲ୍ ଓ ରିୟଲ୍ ଦୁନିଆରେ ନିୟା ଖୁବ୍ ବୋଲ୍ଡ। ତେବେ ସୋଶାଲ ମିଡିଆରେ ବି ସେ ବେଶ୍ ଆକ୍ଟିଭ୍। ନିଜର ଫଟୋ ଓ ଭିଡିଓ ଶେୟାର କରି ଫ୍ୟାନମାନଙ୍କ ହୃଦୟ ଜିତିବାରେ ସେ କୌଣସି ମଉକା ହାତଛଡ଼ା କରନ୍ତି ନାହିଁ।

 

View this post on Instagram

 

A post shared by Nia Sharma (@niasharma90)

ତେବେ ଟିଭି ଜଗତର ଏହି ନାଗୁଣୀ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ନିଜର ଗ୍ଲାମରସ୍ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି।

 

View this post on Instagram

 

A post shared by Nia Sharma (@niasharma90)

ଫଟୋରେ ନିୟା ବ୍ଲାକ୍ ନାଇଟ୍ ଡ୍ରେସ୍ ପିନ୍ଧି ପୋଜ୍ ଦେଇଛନ୍ତି। ନିୟାଙ୍କ ଏଭଳି ଅନ୍ଦାଜକୁ ଫ୍ୟାନମାନେ ପସନ୍ଦ ମଧ୍ୟ କରୁଛନ୍ତି। ନିୟା ସମୁଦ୍ର କୂଳରେ ହାତରେ ବାଲି ଧରି, ଖୋଲା କେଶରେ ଖରାରେ ବସିଥିବା ଦେଖିବାକୁ ମିଳିଛି। ନିୟାଙ୍କ ଏହି ଲୁକ୍ କୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।