Advertisment

ସମୁଦ୍ର କୂଳରେ ବାଲିରେ ଖେଳୁଛନ୍ତି ନାଗୁଣୀ

ନୂଆଦିଲ୍ଲୀ: ଟିଭି ଦୁନିଆର ଖୁବ୍ ଲୋକପ୍ରିୟ ନାଁ ହେଲା ନିୟା ଶର୍ମା। ସେ ନିଜ ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଉଭୟ ରିଲ୍ ଓ ରିୟଲ୍ ଦୁନିଆରେ ନିୟା ଖୁବ୍ ବୋଲ୍ଡ। ତେବେ ସୋଶାଲ ମିଡିଆରେ ବି ସେ ବେଶ୍ ଆକ୍ଟିଭ୍। ନିଜର ଫଟୋ ଓ ଭିଡିଓ ଶେୟାର କରି ଫ୍ୟାନମାନଙ୍କ ହୃଦୟ ଜିତିବାରେ ସେ କୌଣସି ମଉକା ହାତଛଡ଼ା କରନ୍ତି ନାହିଁ।   View this post on Instagram   A […]

ଅଦ୍ୟତନ ହୋଇଛି
ସମୁଦ୍ର କୂଳରେ ବାଲିରେ ଖେଳୁଛନ୍ତି ନାଗୁଣୀ

nia

Advertisment

ନୂଆଦିଲ୍ଲୀ: ଟିଭି ଦୁନିଆର ଖୁବ୍ ଲୋକପ୍ରିୟ ନାଁ ହେଲା ନିୟା ଶର୍ମା। ସେ ନିଜ ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଉଭୟ ରିଲ୍ ଓ ରିୟଲ୍ ଦୁନିଆରେ ନିୟା ଖୁବ୍ ବୋଲ୍ଡ। ତେବେ ସୋଶାଲ ମିଡିଆରେ ବି ସେ ବେଶ୍ ଆକ୍ଟିଭ୍। ନିଜର ଫଟୋ ଓ ଭିଡିଓ ଶେୟାର କରି ଫ୍ୟାନମାନଙ୍କ ହୃଦୟ ଜିତିବାରେ ସେ କୌଣସି ମଉକା ହାତଛଡ଼ା କରନ୍ତି ନାହିଁ।

Advertisment

ତେବେ ଟିଭି ଜଗତର ଏହି ନାଗୁଣୀ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ନିଜର ଗ୍ଲାମରସ୍ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି।

ଫଟୋରେ ନିୟା ବ୍ଲାକ୍ ନାଇଟ୍ ଡ୍ରେସ୍ ପିନ୍ଧି ପୋଜ୍ ଦେଇଛନ୍ତି। ନିୟାଙ୍କ ଏଭଳି ଅନ୍ଦାଜକୁ ଫ୍ୟାନମାନେ ପସନ୍ଦ ମଧ୍ୟ କରୁଛନ୍ତି। ନିୟା ସମୁଦ୍ର କୂଳରେ ହାତରେ ବାଲି ଧରି, ଖୋଲା କେଶରେ ଖରାରେ ବସିଥିବା ଦେଖିବାକୁ ମିଳିଛି। ନିୟାଙ୍କ ଏହି ଲୁକ୍ କୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe