Advertisment

‘ନିରଜାର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍

ମୁମ୍ୱାଇ: ‘ପ୍ରେମ ରତନ ଧନ ପାଓ’ର ସଫଳତା ପରେ କାପୁର ଲାଡଲୀ ସୋନମଙ୍କର ଆସିଛି ଆଉ ଏକ ନୂଆ ବାୟୋପିକ୍ ଫିଲ୍ମ ‘ନିରଜାର’ର ଅଫିସିଆଲ୍ ଟ୍ରେଲର୍। ୧୯୮୬, ସେପ୍ଟେମ୍ୱର ୫ରେ ମମ୍ୱାଇର-ନିୟୁର୍କ ଫ୍ଲ।ଇଟ ଏ.ଏମ୍ ୭୩  ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିଲା ହାଇଜାକ୍। ଏଥିରେ ଏୟାର ହୋଷ୍ଟେସ ନିରଜାଙ୍କ ବୋଲଡ୍ ଷ୍ଟେପ୍ ଯୋଗୁ ବଞ୍ଚି ଯାଇଥିଲା ଅନେକ ଯାତ୍ରୀଙ୍କ ଜୀବନ। ହେଲେ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡିଥିଲେ ନିରଜା। ଏଭଳି ‌ଏକ ସତ୍ୟ ଘଟଣା ଉପରେ ଫିଲ୍ମଟି  ଆଧାରିତ। […]

‘ନିରଜାର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍

sonam

Advertisment

ମୁମ୍ୱାଇ: ‘ପ୍ରେମ ରତନ ଧନ ପାଓ’ର ସଫଳତା ପରେ କାପୁର ଲାଡଲୀ ସୋନମଙ୍କର ଆସିଛି ଆଉ ଏକ ନୂଆ ବାୟୋପିକ୍ ଫିଲ୍ମ ‘ନିରଜାର’ର ଅଫିସିଆଲ୍ ଟ୍ରେଲର୍।

Advertisment

୧୯୮୬, ସେପ୍ଟେମ୍ୱର ୫ରେ ମମ୍ୱାଇର-ନିୟୁର୍କ ଫ୍ଲ।ଇଟ ଏ.ଏମ୍ ୭୩  ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିଲା ହାଇଜାକ୍। ଏଥିରେ ଏୟାର ହୋଷ୍ଟେସ ନିରଜାଙ୍କ ବୋଲଡ୍ ଷ୍ଟେପ୍ ଯୋଗୁ ବଞ୍ଚି ଯାଇଥିଲା ଅନେକ ଯାତ୍ରୀଙ୍କ ଜୀବନ। ହେଲେ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡିଥିଲେ ନିରଜା। ଏଭଳି ‌ଏକ ସତ୍ୟ ଘଟଣା ଉପରେ ଫିଲ୍ମଟି  ଆଧାରିତ।

ରାମ ମାଧବାନୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡରେ ରହିଛନ୍ତି ସୋନମ୍ କପୁର। ‘ପ୍ରେମ ରତନ ଧନ ପାଓ’ର ସକସେସ୍ ପରେ ଏହି ବାୟୋପିକ ମୁଭି ସୋନମଙ୍କ କ୍ୟାରିଅରରେ କେତେ ସଫଳତା ଯୋଡୁଛି, ତାହା ଦେଖିବାର କଥା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe